ETV Bharat / sitara

‘ଦ ଲେଜେଣ୍ଡ ଅଫ୍ ହନୁମାନ’ର ପ୍ରଶଂସାରେ ନୀନା - ନୂଆ କାର୍ଟୁନ ସିରିଜ ‘ଦ ଲେଜେଣ୍ଡ ଅଫ ହନୁମାନ’

ଭାଇରାଲ ହେଲା ନୀନା ଗୁପ୍ତାଙ୍କ ଭିଡିଓ । ଏଥର ସେ ୱେବ ସିରିଜ ‘ଦ ଲେଜେଣ୍ଡ ଅଫ୍ ହନୁମାନ’ର ପ୍ରଶଂସା କରୁଥିବାର ନଜର ଆସୁଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୀନା ଗୁପ୍ତା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୀନା ଗୁପ୍ତା
author img

By

Published : Feb 5, 2021, 2:20 PM IST

ମୁମ୍ବାଇ: ହଟଷ୍ଟାରର ନୂଆ କାର୍ଟୁନ ସିରିଜ ‘ଦ ଲେଜେଣ୍ଡ ଅଫ ହନୁମାନ’କୁ ନେଇ ଉତ୍ସାହିତ ସମସ୍ତେ । ଏହି ନୂଆ ସିରିଜ ଗତ 29ରେ ବିଶ୍ବସ୍ତରରେ ରିଲିଜ ହୋଇଥିଲା । ଯାହାର କିଛି ଭିଡିଓ ଦେଖି ପ୍ରଶଂସା କରିବାରେ ଥକୁନାହାଁନ୍ତି ଲୋକପ୍ରିୟ ଅଭିନେତ୍ରୀ ନୀନା ଗୁପ୍ତା । ସେ ସୋସିଆଲ ମିଡିଆରେ ଏହି ସିରିଜ ବିଷୟରେ ମଜାଦାର କଥା କହୁଥିବାର ନଜର ଆସୁଛନ୍ତି ।

ଇନଷ୍ଟାଗ୍ରାମରେ ନୀନା ସିରିଜର କିଛି ଭିଡିଓ ସହ ସହ ନିଜର ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଦ ଲେଜେଣ୍ଡ ଅଫ୍ ହନୁମାନ ରିଆକ୍ସନ ଭିଡିଓ ।’ ସେହିପରି ସେ ଭିଡିଓରେ ହନୁମାନଙ୍କ ସିକ୍ସ ପ୍ୟାକ ଦେଖି ଆଶ୍ଚର୍ଯ୍ୟ ମଧ୍ୟ । ଆଉ କହୁଛନ୍ତି, ‘କ୍ୟା ବାତ୍ ହେ ସିକ୍ସ ପ୍ୟାକ।’ ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉକି ଅଭିନେତା ଶରଦ କେଲକରଙ୍କ ଦ୍ବାରା ଏହି ସିରିଜର ବର୍ଣ୍ଣନା କରାଯାଇଛି । ସେହିପର ଗ୍ରାଫିକ୍ ଇଣ୍ଡିଆ ଏହାର ଆନିମୋସନ କାର୍ଯ୍ୟା କରିଥିବା ବେଳେ ଶରଦ ଦେବରାଜନ, ଜୀବନ ଜେ କାଙ୍ଗ ଏବଂ ଚାରୁଭି ପିଙ୍କ ଦ୍ବାରା ପ୍ରଯୋଜନା କରାଯାଇଛି । ଖାଲି ଏତିକି ନୁହେଁ 3ଡି ଆନିମେସନ କୌଶଳ ବ୍ୟବହାର କରି ସିରିଜ ଡିଜାଇନ ହୋଇଛି, ଯାହା ପୂର୍ବରୁ ଭାରତରେ କେବେ ଦେଖିବାକୁ ମିଳିନଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.