ETV Bharat / sitara

ହିନାଙ୍କ କାନ୍ଦରେ ଆଶ୍ଚର୍ଯ୍ୟ ଫ୍ୟାନ୍ସ

author img

By

Published : Apr 19, 2021, 8:47 AM IST

ଭାଇରାଲ ହେଲା ହିନାଙ୍କ ନୂଆ ଭିଡିଓ । ଏଥର ଷ୍ଟାଇଲିସ୍ ଅନ୍ଦାଜରେ ନୁହେଁ ବରଂ କାନ୍ଦି କାନ୍ଦି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଟିଭିର ପପୁଲାର ହିରୋଇନ ହିନା ଖାନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । ସେ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ କିଛି ନା କିଛି ସେୟାର କରୁଥିବାର ଦେଖାଯାଆନ୍ତି । ହେଲେ ଇତିମଧ୍ୟରେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ତାଙ୍କର କାନ୍ଦିବା ଭିଡିଓ । ଯାହାକୁ ନେଇ ଚିନ୍ତିତ ଫ୍ୟାନ୍ସ ।

କଥାଟି ହେଲା ଯେ ନିକଟରେ ସେ ନିଜର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଯେଉଁଥିରେ ସେ ଭୋ ଭୋ ହୋଇ କାନ୍ଦୁଥିବାର ଦେଖାଯାଉଛନ୍ତି । ଖାଲି ଏତିକି ନୁହେଁ କେତେବେଳେ ଏହି ଭିଡିଓରେ ସେ ରାଗୁଥିବାର ନଜର ଆସୁଛନ୍ତି ତ ଆଉ କେତେବେଳେ ହସୁଥିବାର ।

ଏହି ଭିଡିଓ ଜରିଆରେ ହିନା ଫ୍ୟାନ୍ସଙ୍କୁ 30 ସେକେଣ୍ଡରରେ ନିଜ ନିଜ ଇମୋସନ୍ସ ବଦଳାଇବାକୁ ଚ୍ୟାଲେଞ୍ଜ କରିଛନ୍ତି । ସେହିପରି ପ୍ରଥମେ ଭିଡିଓରେ ହିନା ଦୁଃଖି ନଜର ଆସୁଛନ୍ତି । ଏହାପରେ ରାଗିବା ଏବଂ କାନ୍ଦୁଥିବାର ଦେଖିବାକୁ ମିଳୁଛି । ଭିଡିଓର ଶେଷରେ ହିନାଙ୍କ ମୁହଁରେ ହସର ଝଲକ ମଧ୍ୟ ଦେଖିବାକୁ ମିଳୁଛି । ଦେଖନ୍ତୁ ଭିଡିଓ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.