ETV Bharat / sitara

ବଚ୍ଚନ ପରିବାରର ସୁସ୍ଥ କାମନା କଲେ ଐଶଙ୍କ ପୂର୍ବତନ ପ୍ରେମିକ ବିବେକ

author img

By

Published : Jul 13, 2020, 11:47 AM IST

ଟ୍ବିଟକୁ ନେଇ ଚର୍ଚ୍ଚାରେ ବିବେକ ଓବରାୟ । ଯେଉଁଥିରେ ସେ ବଚ୍ଚନ ପରିବାର ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଥିବାର ନଜର ଆସିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିବେକ ଓବରାୟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିବେକ ଓବରାୟ

ମୁମ୍ବାଇ: ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ କୋରୋନା ପଜିଟିଭ ବାହାରିବା ପରେ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ଆରାଧ୍ୟା ବଚ୍ଚନଙ୍କ କୋରୋନା ପଜିଟିଭି ଖବର ସାମ୍ନାକୁ ଆସିଥିଲା । ଏହି ଆଶ୍ଚର୍ଯ୍ୟା ଖବର ପରେ ପୁରା ଦେଶର ଫ୍ୟାନ୍ସ ବଚ୍ଚନ ପରିବାରର ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଅଭିନେତା ତଥା ଐଶ୍ଚର୍ଯ୍ୟାଙ୍କ ଏକ୍ସବୟଫ୍ରେଣ୍ଡ ବିବେକ ଓବରାୟ । ସେ ବଚ୍ଚନ ପରିବାରର ସୁସ୍ଥ କାମନା କରିଛନ୍ତି ।

ସେ ପ୍ରଥମ ଟ୍ବିଟରେ ଲେଖିଥିଲେ, ‘ସିନିୟର ବଚ୍ଚନ ଓ ଜୁନିୟର ବଚ୍ଚନ ଶୀଘ୍ର ସୁସ୍ଥ ହେବାର କାମନା କରୁଛି । ଆମ ସମସ୍ତେ ଆପଣଙ୍କ ପରିବାର ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ । ଜଲଦି ସମସ୍ତେ ସୁସ୍ଥ ହୋଇଯିବ । ଧ୍ୟାନ ରଖନ୍ତୁ । ’

  • Wishing @SrBachchan sir & @juniorbachchan a speedy recovery🙏

    We’re all praying for you! Get well super soon! Take care 🙏

    — Vivek Anand Oberoi (@vivekoberoi) July 11, 2020 " class="align-text-top noRightClick twitterSection" data=" ">

ସେହିପରି ଐଶ୍ଚର୍ଯ୍ୟା ଓ ଆରାଧ୍ୟାଙ୍କ ପଜିଟିଭି ଖବର ଶୁଣିବା ପରେ ସେ ଆଉ ଏକ ଟ୍ବିଟ କରି ଲେଖିଥିଲେ, ‘ଆପଣଙ୍କ ପରିବାର ଶୀଘ୍ର ସୁସ୍ଥ ହେବା ପାଇଁ ଆମର ପ୍ରାର୍ଥନା ।’ ପ୍ରକାଶ ଥାଉକି ବିବେକଙ୍କ ପୂର୍ବରୁ ଅନେକ ସେଲିବ୍ରିଟି ବଚ୍ଚନ ପରିବାର ପାଇଁ ପ୍ରାର୍ଥନା କରିସାରିଲେଣି । ଏହି କ୍ରମରେ ସାମିଲ ଅଛନ୍ତି, ରବୀନା ଟଣ୍ଡନ, ଅନିଲ କପୁର, ହଂସଲ ମହେତା, ତାପସୀ ପନ୍ନୁ, ମହେଶ ବାବୁ, ମନୋଜ ବାଜପେୟୀ, ସୋନୁ ସୁଧ, ଭୂମି ପେଡନେକର, ରାଜକୁମାର ରାଓ ଓ ଅନୁପମ ଖେର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.