ETV Bharat / sitara

ପୁନମଙ୍କ ଅନ୍ଦାଜରେ ଦିୱାନା ହେଲେ ଟ୍ରୋଲର୍ସ

ଇଣ୍ଟରନେଟ ସନସନି ଏବଂ ବଲିଉଡ ବୋଲ୍ଡ ଅଭିନେତ୍ରୀ ପୁନମ ପାଣ୍ଡେ ଇଦ ଅବସରେ ଫ୍ୟାନ୍ସଙ୍କୁ ନିଜ ଅନ୍ଦାଜରେ ମୁବାରକ ବାଦ ଜଣାଇଛନ୍ତି । ଏହି ଅବସରରେ ନିଜ ଏକ ଫଟୋ ସେୟାର କରି ଟ୍ରୋଲର୍ସଙ୍କୁ ମଧ୍ୟ ଦିୱାନା କରିଦେଇଛନ୍ତି ସେ ।

author img

By

Published : Jun 7, 2019, 5:44 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ପୁନମ ପାଣ୍ଡେ

ମୁମ୍ବାଇ: ବୁଧବାର ପୁରା ଦେଶରେ ଇଦ ଖୁବ୍ ଧୁମଧାମରେ ପାଳନ ହୋଇଯାଇଛି । ବଲିଉଡ ଠାରୁ ନେଇ ଟଲିଉଡ କଳାକାର ପର୍ଯ୍ୟନ୍ତ ସବୁ ଇଦରେ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ବାଦ ପଡିନାହାଁନ୍ତି ବି-ଟାଉନର ସେକ୍ସୀ ଆଣ୍ଡ ବୋଲ୍ଡ ଆକ୍ଟ୍ରେସ ପୁନମ ପାଣ୍ଡେ । ସେ ମଧ୍ୟ ଭିନ୍ନ ଅନ୍ଦାଜରେ ଫ୍ୟାନ୍ସଙ୍କୁ ଇଦ୍ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରି ଫ୍ୟାନ୍ସଙ୍କ ସହ ସେ ଇଦ ପାଳନ କରିଥିବାର ନଜର ଆସୁଛନ୍ତି । ବର୍ତ୍ତମାନ ଭାଇରାଲ ହୋଇଥିବା ପୁନମଙ୍କ ସେହି ଫଟୋରେ ଫ୍ୟାନ୍ସଙ୍କ ଠାରୁ ନେଇ ଟ୍ରୋଲର୍ସ ମଧ୍ୟ ଦିୱାନା ହୋଇଯାଇଛନ୍ତି ।

ସେ ନିଜ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ଆଲ୍ଲା ଆପ ସବକୋ ବରକତ, ପ୍ୟାର ଔର ଦୟା ସେ ଭରା ରଖେ' । କିନ୍ତୁ ଏବେ ମତେ ସମସ୍ତେ କୁହ କି କାହାର ମା' ସବୁଠାରୁ ଭଲ ଶିର ଖୁରମା ତିଆରି କରୁଛନ୍ତି "।

ପୋଷ୍ଟକୁ ନେଇ ଏଥର କିନ୍ତୁ ସେ ଟ୍ରୋଲର୍ସଙ୍କ ଶିକାର ହୋଇନାହାଁନ୍ତି । କାରଣ ପ୍ରାୟତଃ ସେ ନିଜ ବିବାଦୀୟ ବୟାନ ପାଇଁ ଟ୍ରୋଲ ହୋଇଥାଆନ୍ତି । ବର୍ତ୍ତମାନ ତାଙ୍କ ପୋଷ୍ଟକୁ ନେଇ ୟୁଜର୍ସଙ୍କ ଭଲ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କିଛି ୟୁଜର୍ସ ତାଙ୍କ ମେସେଜରେ ଆଲ୍ଲା ପଢି ବେଶ ଖୁସି ହୋଇଛନ୍ତି । ଅନ୍ୟପଟେ ଆଉ କିଛି ୟୁଜର୍ସ କହିଛନ୍ତି କି ସେମାନଙ୍କ ମା' ସବୁଠାରୁ ଭଲ ଶିର ଖୁରମା ତିଆରି କରନ୍ତି ବୋଲି ।

Intro:Body:

terter

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.