ETV Bharat / sitara

ମହେଶଙ୍କ ମିଛ ମୃତ୍ୟୁ ଖବର ନେଇ ରାଗିଲେ ପୂଜା ଭଟ୍ଟ

author img

By

Published : Sep 7, 2019, 6:16 PM IST

ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ମିଛ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଗିଲେ ଝିଅ । ଟ୍ବିଟ କରି କଡା ଜବାବ ଦେଲେ ପୂଜା।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ନିକଟରେ ନିର୍ଦ୍ଦେଶକ ତଥା ଆଲିଆ ଭଟ୍ଟ ଓ ପୂଜା ଭଟ୍ଟଙ୍କ ପିତା ମହେଶ ଭଟ୍ଟଙ୍କ ମିଛ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ହୃଦଘାତରେ ମୃତ୍ୟୁ ହୋଇଥିବା ନେଇ ଖବର ଭାଇରାଲ ହୋଇଥିଲା । କିନ୍ତୁ ୟୁଜର୍ସଙ୍କୁ ଜବାବ ଦେଇଛନ୍ତି ମହେଶଙ୍କ ଝିଅ ପୂଜା ।

Mahesh Bhatt's Death Hoax
ଫଟୋ ସୌଜନ୍ୟ: ଟ୍ୱିଟର

ଟ୍ବିଟ କରି ୟୁଜର୍ସଙ୍କୁ କଡା ଜବାବ ଦେଇଛନ୍ତି ଏହାସହ ମହେଶଙ୍କ ଫଟୋ ସେୟାର କରିଛନ୍ତି । ତେବେ ଆଗକୁ ସଡକ-2ରେ ନଜର ଆସିବେ ପୂଜା ଭଟ୍ଟ । ମହେଶ ଭଟ୍ଟଙ୍କ ନିର୍ଦ୍ଦେଶନାରେ ଫିଲ୍ମକୁ ନିର୍ମାଣ କରାଯାଇଛି । ସଞ୍ଚୟ ଦତ୍ତ, ଆଲିଆ ଭଟ୍ଟ ଓ ଆଦିତ୍ୟ ରଏ କପୁର ମଧ୍ୟ ନଜର ଆସିବେ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.