ETV Bharat / sitara

ସୁଟିଂ ସେଟରେ ଲୋକଙ୍କ ଦୁଃଖ ଦୂର କରୁଛନ୍ତି ସୋନୁ, ଭାଇରାଲ ଭିଡିଓ

ସାମ୍ନାକୁ ଆସିଲା ସୋନୁଙ୍କ ଆଉ ଏକ ଭିଡିଓ । ସୁଟିଂ ସେଟରେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାକୁ ଭୁଲିନାହାଁନ୍ତି ସେ । ଅଧିକ ପଢନ୍ତୁ...

author img

By

Published : Nov 5, 2020, 9:01 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଲକଡାଉନରେ ଅଭାବୀ ଲୋକଙ୍କୁ ସାହାଯ୍ୟ କରି ସମସ୍ତଙ୍କ ଭଗବାନ ସାଜିଛନ୍ତି ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଡ । ଏବେ ମଧ୍ୟ ସେ ଏହି କାର୍ଯ୍ୟ ଜାରି ରଖିଛନ୍ତି । ସୋସିଆଲ ମିଡିଆ ଜରିଆରେ ସେ ଲୋକଙ୍କ ଦୁଃଖ ଦୂର କରିବାକୁ ପହଞ୍ଚିଯାଉଛନ୍ତି । ଖାଲି ଏତିକି ନୁହେଁ ସୁଟିଂ ସେଟରେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ସେ । ଆଜ୍ଞା ହଁ, ହାଇଦ୍ରାବାଦରେ ନିଜ ଆଗାମୀ ଫିଲ୍ମର ସୁଟିଂ କରୁଥିବା ସୋନୁ ଲୋକଙ୍କୁ ସାହାଯ୍ୟ କରିବାକୁ ହେଳା କରୁନାହାଁନ୍ତି ।

ଲୋକ ନିଜ ସମସ୍ୟା ଦୂର କରିବା ପାଇଁ ମାଇଲ୍ ଦୂରରୁ ତାଙ୍କ ପାଖକୁ ଆସୁଛନ୍ତି । ଯାହାର ଏକ ଭିଡିଓ ସାଉଥ ନିର୍ଦ୍ଦେଶକ ରମେଶ ବାଲା ସୋସିଆଲ ମିଡିଆରେ ସେୟାର କରି ସୋନୁଙ୍କ ଗୁଣଗାନ କରିଛନ୍ତି । ସେପଟେ ତାଙ୍କ ଏହି ଭିଡିଓ ପାଇଁ ସୋନୁ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ଆଉ ଟ୍ବିଟରେ ଲେଖିଛନ୍ତି, ‘ବେଳେବେଳେ ଭଗବାନ ତୁମକୁ ମଣିଷଙ୍କ ନିକଟରେ ପହଞ୍ଚିବା ପାଇଁ ଜଣେ ଦୂତ ଭାବରେ ବାଛନ୍ତି । ଏହି ଉତ୍ସାହଜନକ ଶବ୍ଦ ପାଇଁ ରମେଶ ସାର୍ ଧନ୍ୟବାଦ ।’ ସୋନୁ ସେୟାର କରିଥିବା ରମେଶଙ୍କ ଭିଡିଓରେ ଲୋକଙ୍କ ସମସ୍ୟା ଶୁଣୁଥିବାର ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ସୋନୁଙ୍କ ପାଦ ଛୁଇଁଥିବାର ମଧ୍ୟ ନଜର ଆସୁଛନ୍ତି । ଆପଣ ବି ଦେଖନ୍ତୁ ଭିଡିଓ...

  • Some times God choses you as a catalyst to reach people.
    Thank you so much Ramesh sir for your encouraging words. Humbled🙏 https://t.co/ir76mTor9K

    — sonu sood (@SonuSood) November 4, 2020 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.