ETV Bharat / sitara

କମଲଙ୍କ ଉପରେ ନାରାଜ ବଲିଉଡ - muhammad ali zinnah

କିଛି ଦିନ ପୂର୍ବରୁ ଅଭିନେତା କମଲ ହାସନ ତାମିଲନାଡୁରେ ନିଜ ପାର୍ଟିର ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାକୁ ପହଞ୍ଚିଥିଲେ । ସେହିଠାରେ ସେ ଏକ ବିବାଦୀୟ ବୟାନ ଦେବା ପରେ ଚର୍ଚ୍ଚାରେ ଆସିଥିଲେ ।

ଡିଜାଇନ ଫଟୋ
author img

By

Published : May 14, 2019, 9:46 PM IST

ମୁମ୍ବାଇ: ଲୋକପ୍ରିୟ ତାମିଲ ଅଭିନେତା କମଲ ହସନ ନିର୍ବାଚନ ପ୍ରଚାର ସମୟରେ ହିନ୍ଦୁ ଆତଙ୍କବାଦୀ ବୟାନ ଦେଇ ବିବାଦ ସୃଷ୍ଟି କରିଥିଲେ । ତାଙ୍କ ବୟାନକୁ ଆଧାର କରି ବି-ଟାଉନ ଅଭିନେତା ବିବେକ ଓବରାୟ ନିଜ ପ୍ରତିକ୍ରିୟା ଟ୍ବିଟର ଜରିଆରେ ଦେଇଥିଲେ ।

  • " class="align-text-top noRightClick twitterSection" data="">

ବିବେକଙ୍କ ପରେ ଏବେ ବିବାଦୀୟ ଅଭିନେତ୍ରୀ ପାୟଲ ରୋହତଗୀ କମଲଙ୍କୁ ଟାର୍ଗେଟ କରିଛନ୍ତି । ଖାଲି ଏତିକି ନୁହେଁ କମଲଙ୍କ ପାଇଁ ପାୟଲ ବୁଢା ଶବ୍ଦର ବ୍ୟବହାର ମଧ୍ୟ କରିଛନ୍ତି ।

ତାଙ୍କ ବିରୋଧରେ ପାୟଲ ଏକ ଭିଡିଓରେ ନିଜ ପ୍ରତିକ୍ରିୟା ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ ସେ କମଲଙ୍କୁ କଡା ଜବାବ ଦେଉଥିବାର ନଜର ଆସୁଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି କମଲଙ୍କୁ ଆତଙ୍କବାଦୀ ଏବଂ ହତ୍ୟାକାରୀଙ୍କ ମଧ୍ୟରେ ପାର୍ଥକ୍ୟ ବିଷୟରେ ଜଣାନାହିଁ ।

ଏହାସହ ସେ କହିଛନ୍ତି ଯେ ସ୍ବାଧୀନ ଭାରତର ପ୍ରଥମ ଆତଙ୍କବାଦୀ ନାଥୁରାମ ନୁହେଁ ବରଂ ଜିହ୍ନା ଥିଲେ । ଭାରତରେ ଲୋକେ ରାଜନୈତିକ କ୍ୟାରିୟର କରିବା ପାଇଁ ନିଜକୁ ସବୁବେଳେ ଚର୍ଚ୍ଚାରେ ଆଣୁଛନ୍ତି । ଏହାପାଇଁ ହିନ୍ଦୁ ଆତଙ୍କ ଶବ୍ଦ ଠାରୁ ସହଜ ଶବ୍ଦ ଆଉ କିଛି ନାହିଁ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.