ETV Bharat / sitara

ଜାତୀୟ ପୁରସ୍କାରରେ ସମ୍ମାନିତ ‘ପ୍ୟାଡମ୍ୟାନ’ - R. Balki

ସାମାଜିକ ପ୍ରସଙ୍ଗକୁ ନେଇ ଶ୍ରେଷ୍ଠ ଫିଲ୍ମ ‘ପ୍ୟାଡମ୍ୟାନ’। ଜାତୀୟ ପୁରସ୍କାରରେ ସମ୍ମାନିତ ହେଲା ଫିଲ୍ମ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 13, 2019, 11:46 AM IST

ହାଇଦ୍ରାବାଦ: ଫିଲ୍ମ ନିର୍ମାତା ଆର ବାଲକୀ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଫିଲ୍ମ ‘ପ୍ୟାଡମ୍ୟାନ’କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ସାମାଜିକ ପ୍ରସଙ୍ଗ ଉପରେ ଶ୍ରେଷ୍ଠ ଫିଲ୍ମ ଭାବରେ ଚୟନ କରାଯାଇଛି । ଏହି ସମ୍ମାନ ମହିଳାଙ୍କ ମାସିକ ଧର୍ମ ସ୍ବଚ୍ଛତାକୁ ପ୍ରାଧାନ୍ୟ ଦିଆଯିବା ଜରୁରୀ ବୋଲି ସୂଚନା ଦେଇଛି । ପ୍ୟାଡମ୍ୟାନର ରିଅଲ ହିରୋ ଅରୁଣାଚଲମ୍ ମୁରୁଗାନାନ୍ଥମଙ୍କ କାହାଣୀକୁ ନେଇ ନିର୍ମାଣ କରାଯାଇଥିଲା ଏହି ଫିଲ୍ମ ।

ମହିଳାଙ୍କ ମାସିକ ଧର୍ମ ସ୍ବଚ୍ଛତାକୁ ନେଇ ବିଶ୍ବରେ ପ୍ରଥମ ଥର ବଡ ପରଦାରେ ସିନେମାକୁ ରିଲିଜ କରାଯାଇଥିଲା ଓ ଏହାକୁ ଜାତୀୟ ପୁରସ୍କାର ମିଳିବା ଉଚିତ କିନ୍ତୁ ଯେତେବେଳେ ଫିଲ୍ମ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିପାରିବା ସେତେବେଳେ ହେବ ଏହାର ପ୍ରକୃତ ଶ୍ରେୟ ହେବ ବୋଲି କହିଛନ୍ତି ନିର୍ଦ୍ଦେଶକ ବାଲକୀ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.