ETV Bharat / sitara

ଲଣ୍ଡନର ମ୍ୟାଡମ ତୁଷାଦରେ ଦେଶୀ ଗାର୍ଲ

author img

By

Published : Jun 18, 2019, 10:02 PM IST

ସିଙ୍ଗାପୁର ମ୍ୟାଡମ ତୁଷାଦ ପରେ ଏବେ ଲଣ୍ଡନ ମ୍ୟାଡମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇଲା ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରାଙ୍କ ମହମ ପ୍ରତିମୂର୍ତ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ପ୍ରିୟଙ୍କା ଟିମ

ମୁମ୍ବାଇ: ବି-ଟାଉନର ଦେଶୀ ଗାର୍ଲ ଖାଲି ଦେଶରେ ନୁହେଁ ପୁରା ବିଶ୍ବରେ ପପୁଲାର ହୋଇସାରିଲେଣି । ଅନେକ ଉପାଧି ଲାଭ କରି ସେ ଦେଶକୁ ମଧ୍ୟ ଗର୍ବିତ କରିସାରିଛନ୍ତି । ଆଜି ନିଜ ତାଲିକାରେ ସେ ଆଉ ଏକ ଉପାଧି ସାମିଲ କରିଛନ୍ତି । ଆଜ୍ଞା ହଁ ଲଣ୍ଡନର ମ୍ୟାଡମ ତୁଷାଦ ମ୍ୟୁଜିୟମରେ ତାଙ୍କ ମହମ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।

ଯାହାକୁ ନେଇ ତାଙ୍କ ପ୍ରଶଂସକ ଏବଂ ପରିବାର ଖୁବ୍ ଗର୍ବିତ ହୋଇଛନ୍ତି । 36 ବର୍ଷିୟ ପ୍ରିୟଙ୍କା ନିଜ ମହମ ପ୍ରତିମୂର୍ତ୍ତି ପାଇଁ ଗତ ବର୍ଷ ମ୍ୟାଡମ ତୁଷାଦ ଟିମ ସହ ନିଜ ନ୍ୟୁୟର୍କ ଆପାର୍ଟମେଣ୍ଟରେ କାମ କରିଥିଲେ ।

ଆଜି ପ୍ରତିମୂର୍ତ୍ତି ଉଦ୍ଦଘାଟନ ସମୟରେ ପ୍ରିୟଙ୍କା ସେଠାରେ ଉପସ୍ଥିତ ହୋଇନଥିଲେ । କିନ୍ତୁ ଅନ୍ୟପଟେ ତାଙ୍କ ମହମ ପ୍ରତିମୂର୍ତ୍ତି ଦେଖି ଲାଗୁଛି ଯେ ବାସ୍ତବରେ ପ୍ରିୟଙ୍କା ହିଁ ସେଠାରେ ବସିଛନ୍ତି ବୋଲି ।

ପ୍ରିୟଙ୍କା ଟିମ ମ୍ୟାଡମ ତୁଷାଦ ପକ୍ଷରୁ ତାଙ୍କ ମହମ ପ୍ରତିମୂର୍ତ୍ତିର ଫଟୋ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଏହାର କ୍ୟାପସନରେ ଲେଖା ହୋଇଛି, "ୱାର୍ଲ୍ଡ କପ ବ୍ୟତୀତ ଇଲଣ୍ଡ ଆହୁରି ଉତ୍ସାହିତ ଅଛି ପିସିଙ୍କ ମ୍ୟାଡମ ତୁଷାଦ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ।"

Intro:Body:

gggggggggggggggg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.