ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଫତିମା ସନା ଶେଖ୍ କୋରୋନାରେ ଆକ୍ରାନ୍ତ । ଏନେଇ ସେ ଇନଷ୍ଟାଗ୍ରାମରେ ସୂଚନା ଦେଇଥିବା ବେଳେ ସେ ସମସ୍ତ କୋରୋନା ପ୍ରୋଟୋକଲ ମାନି ଘରେ କ୍ବାରେଣ୍ଟାଇନ ଥିବା କହିଛନ୍ତି ।
ଏଥିସହ ସେ ସମସ୍ତଙ୍କୁ ସୁସ୍ଥ ଏବଂ ସୁରକ୍ଷିତ ରହିବାକୁ ଅନୁରୋଧ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ