ETV Bharat / sitara

ଖାସ ଅନ୍ଦାଜରେ ମା'ଙ୍କୁ ବର୍ଥଡେ ଓ୍ବିଶ କଲେ ୟାମି

author img

By

Published : Jun 9, 2021, 5:47 PM IST

ଆଜି (9 ଜୁନ) ୟାମିଙ୍କ ମା’ଙ୍କ ଜନ୍ମଦିନ । ଏହି ବିଶେଷ ଅବସରରେ ୟାମି ମା' ଏବଂ ଭଉଣୀଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ସୁନ୍ଦର କ୍ୟାପସନ ଲେଖିଛନ୍ତି । ଅଧିକ ପଢନ୍ତୁ...

newly-wed-yami-gautam-celebrates-and-wishes-her-mother-happy-birthday-says-has-become-more-like-her
ଖାସ ଅନ୍ଦାଜରେ ମା'ଙ୍କୁ ବର୍ଥଡେ ଓ୍ବିଶ କଲେ ୟାମି

ନୂଆଦିଲ୍ଲୀ: ନିକଟରେ ବଲିଉଡ ଅଭିନେତ୍ରୀ ୟାମି ଗୌତମ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରିଛନ୍ତି । ବିବାହ ପରେ ସେ ବିବାହର ଫଟୋ ଧୀରେ ଧୀରେ ଇନଷ୍ଟାଗ୍ରାମରେ ସେୟାର କରୁଛନ୍ତି ।

ଆଜି ୟାମି ତାଙ୍କ ମା' ଏବଂ ଭଉଣୀଙ୍କ ସହ ଏକ ଆକର୍ଷଣୀୟ ଫଟୋ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ବିବାହ ପରେ ୟାମି ଅନୁଭବ କରିବା ଆରମ୍ଭ କରିଦେଇଛନ୍ତି ଯେ ସେ ବର୍ତ୍ତମାନ ତାଙ୍କ ମା'ଙ୍କ ପରି ହୋଇସାରିଛନ୍ତି ।

ବାସ୍ତବରେ, ଆଜି (9 ଜୁନ) ୟାମିଙ୍କ ମା’ଙ୍କ ଜନ୍ମଦିନ ।

ଏହି ବିଶେଷ ଅବସରରେ ୟାମି ମା' ଏବଂ ଭଉଣୀଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଲେଖିଛନ୍ତି, 'ଆମେ ପ୍ରତିଦିନ ଆମ ମା'ଙ୍କ ପରି ହୋଇଆସୁଛୁ ଏବଂ ଆମେ ଏଥିପାଇଁ ଗର୍ବିତ । ଜନ୍ମଦିନର ଶୁଭେଚ୍ଛା ମମି ।

ଫଟୋରେ, 3 ଜଣ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ପ୍ରକାଶ ଥାଉ କି, ଆଦିତ୍ୟ ଉରି - ଦ ସର୍ଜିକାଲ୍ ଷ୍ଟ୍ରାଇକ୍ ପରି ଏକ ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଇଣ୍ଡଷ୍ଟ୍ରିର ସର୍ବୋତ୍ତମ ନିର୍ଦ୍ଦେଶକ ଭାବରେ ମଧ୍ୟ ଜଣାଶୁଣା । ୟାମି ମଧ୍ୟ ଉରିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.