ETV Bharat / sitara

ଇଂରାଜୀ ବୁଝିପାରନ୍ତି ନାହିଁ ନୱାଜ - english

ବି-ଟାଉନରେ ଏମିତି ଅଭିନେତା ଅଛନ୍ତି ଯିଏ କେବେ କେବେ ଇଂରାଜୀ ବୁଝିପାରନ୍ତି ନାହିଁ । ଆମେ ଏଠାରେ କଥା ହେଉଛେ ନୱାଜୁଦ୍ଦୀନ ସିଦ୍ଦକୀଙ୍କ କଥା । ଏହି କଥାର ଖୁଲାସା ସେ ନିଜେ ହିଁ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ନୱାଜଦ୍ଦୀନି ସିଦ୍ଦିକୀ
author img

By

Published : Mar 22, 2019, 11:46 PM IST

ନୂଆଦିଲ୍ଲୀ: ବି-ଟାଉନର ଶାନଦାର ଅଭିନେତା ନବାଜୁଦ୍ଦୀନ ସିଦ୍ଦକୀ ନିଜ ଫିଲ୍ମ ଜରିଆରେ ଦର୍ଶକଙ୍କ ଖୁବ୍ ମନ କିଣିଥାଆନ୍ତି । ତାଙ୍କ ଅଭନୟରେ ବାସ୍ତବତା ଦେଖିବାକୁ ମିଳିଥାଏ । ବହୁତ କମ ସମୟରେ ସେ ବଲିଉଡରେ ଟପ ଅଭିନେତାଙ୍କ ତାଲିକାରେ ସାମିଲ ହେବାରେ ସଫଳ ହୋଇପାରିଛନ୍ତି । ତାଙ୍କ ଫ୍ୟାନ୍ସ ଫଲୋଇଂ ସଂଖ୍ୟା ମଧ୍ୟ ଖୁବ୍ ଅଧିକ । କିନ୍ତୁ ଫ୍ୟାନ୍ସଙ୍କୁ ନୱାଜଙ୍କ ଗୋଟିଏ କଥା ବିଷୟରେ ଆଦୌ ଜଣାନାହିଁ ।

କଥାଟି ହେଲା କି ସେ ଇଂରାଜୀ ଭାଷା ବୁଝିପାରନ୍ତି ନାହିଁ । ଏକଥା ଆମେ କହୁନାହୁଁ, ନିକଟରେ ସେ ନିଜେ ଏହି କଥାର ଖୁଲାସା କରିଥିଲେ । ସେ କହିଥିଲେ କି ତାଙ୍କୁ କେବେ କେବେ ଇଂରାଜୀ ଭାଷା ବୁଝାପଡେନାହିଁ । ଏହା ସତ୍ତ୍ବେ ତାଙ୍କୁ ଇଂରାଜୀ ଫିଲ୍ମ ଦେଖିବାକୁ ଖୁବ୍ ଭଲ ଲାଗେ ।

ସେ ସବୁବେଳେ ଏହି କଥା ବୁଝିପାରନ୍ତି ନାହିଁ କି ଫିଲ୍ମର ଭୂମିକା କଣ କହୁଛନ୍ତି । କିନ୍ତୁ ତାଙ୍କୁ ଲାଗୁଛି ଯେ ସେ ଏହି ସବୁ ଫିଲ୍ମକୁ ସେହି ଲୋକଙ୍କ ଠାରୁ ଅଧିକା ବୁଝିପାରନ୍ତି ଯିଏ ଇଂରାଜୀ ଭାଷାକୁ ଭଲ ରୂପେ ଜାଣିଛନ୍ତି ବୋଲି କହିଛନ୍ତି ନୱାଜ ।

ନୱାଜ ଆଇଏମଟିବି ଶୋ 'ଦ ଇନସାଇଡର ୱାଚ'ର ନୂଆ ଏପିସୋଡରେ ନିଜ ପସନ୍ଦୀୟ ଫିଲ୍ମ ବିଷୟରେ ଜଣାଇଥିଲେ । ଯେତେବେଳେ ସେ ଫିଲ୍ମ 'ଇନ ଦ ମୁଡ ଫାର ଲଭ'ରେ ଟୋନି ଲେଉଙ୍ଗକୁ ଦେଖିଥିଲେ, ତାଙ୍କ କାମ ଦେଖି ସେ ଖୁବ୍ ଇର୍ଷାମଧ୍ୟ କରିଥିଲେ । ସେ ନିଜ ଚରିତ୍ରରେ ବାସ୍ତବତା ଭରିଦେଇଥାଆନ୍ତି । ଏହା ଆପଣ ତାଙ୍କ ଆଖି, କିମ୍ବା ଚେହେରାରେ ଦେଖିପାରିବେ ନାହିଁ । କିନ୍ତୁ ସେ ନିଜ ମସ୍ତିଷ୍କର ବ୍ୟବହାର କରି ନିଜ ଚରିତ୍ରକୁ ଜିବନ୍ତ କରିଥାଆନ୍ତି । ତେଣୁ ତାଙ୍କୁ ଇଂରାଜୀ ଫିଲ୍ମ ଦେଖିବାକୁ ଖୁବ୍ ଭଲ ଲାଗେ ।

Intro:Body:

Filmmaker Karan Johar, who has been slammed by social media users for liking a tweet which trolled superstar Shah Rukh Khan, on Friday apologized saying that there is a technical issue and he will personally never acknowledge such comments.

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.