ETV Bharat / sitara

ହ୍ରିତିକଙ୍କ ଗୀତରେ ବେବିବଏକୁ ଧରି ନାଚିଲେ ନତାଶା - natasa-stankovic-made-her-son-dance

ନିକଟରେ, ନତାଶା ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ହ୍ରିତିକ ରୋଶନଙ୍କ ଫିଲ୍ମର ଗୀତରେ ନତାଶା ପୁଅ ଅଗସ୍ତ୍ୟଙ୍କୁ କୋଳରେ ଧରି ନାଚୁଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ...

natasa-stankovic-made-her-son-dance-on-hrithik-song
ହ୍ରିତିକଙ୍କ ଗୀତରେ ବେବିବୟଙ୍କୁ ଧରି ନାଚିଲେ ନତାଶା
author img

By

Published : Dec 1, 2020, 6:59 PM IST

ନୂଆଦିଲ୍ଲୀ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମଡେଲ ତଥା ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ ବଲିଉଡର ଅନ୍ୟତମ ଜଣାଶୁଣା ଦମ୍ପତି । ଏହି ଦମ୍ପତି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପତ୍ନୀ ନତାଶା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଏନେଇ ନିଜେ ଟ୍ବିଟରେ ସୂଚନା ଦେଇଥିଲେ ହାର୍ଦ୍ଦିକ ।

ଏହି ସମୟରେ ନତାଶା ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ହ୍ରିତିକ ରୋଶନଙ୍କ ଫିଲ୍ମର ଗୀତରେ ନତାଶା ପୁଅ ଅଗସ୍ତ୍ୟଙ୍କୁ କୋଳରେ ଧରି ନାଚୁଥିବାର ନଜର ଆସିଛନ୍ତି ।

ନତାଶାଙ୍କ ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି । ଏବେ ଏହି ଡ୍ୟାନ୍ସ ଭିଡିଓ ଖୁବ ଭାଇରାଲ ହେଉଛି ଏବଂ କମେଣ୍ଟବକ୍ସରେ ପ୍ରଶଂସକ ବହୁତସାରା ଭଲପାଇବା ଦେଉଛନ୍ତି । ଏଥିସହିତ ଭିଡିଓରେ ନତାଶାଙ୍କ ପୁଅ ବହୁତ କ୍ୟୁଟ ନଜର ଆସିଛନ୍ତି ।

ନତାଶାଙ୍କ ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ଭିୟୁଜ ମିଳିସାରିଛି ।

ପ୍ରକାଶ ଥାଉ ଯେ, ହାର୍ଦ୍ଦିକ ଏବଂ ନତାଶା ବିବାହ ବନ୍ଧନର ପ୍ରାୟ 4 ମାସ ପରେ ମେ 31 ରେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ ଯେ ଦୁହେଁ ପରସ୍ପରକୁ ବିବାହ କରିଛନ୍ତି ଏବଂ ଖୁବ୍ ଶୀଘ୍ର ତାଙ୍କ ଘରକୁ କୁନି ଅତିଥି ଆସିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.