ETV Bharat / sitara

ସୁସ୍ଥ ହେଉଛନ୍ତି ନାସିରଉଦ୍ଦୀନ ଶାହ

author img

By

Published : Jul 4, 2021, 4:05 PM IST

ବଲିଉଡର ଲୋକପ୍ରିୟ ଅଭିନେତା ନାସିରଉଦ୍ଦୀନ ଶାହଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ସୁସ୍ଥ ହେଉଛନ୍ତି ନସୀରଉଦ୍ଦୀନ ଶାହ
ସୁସ୍ଥ ହେଉଛନ୍ତି ନସୀରଉଦ୍ଦୀନ ଶାହ

ମୁମ୍ବାଇ: ନାସିରଉଦ୍ଦୀନ ଶାହ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ବଲିଉଡର ଲୋକପ୍ରିୟ ଅଭିନେତା ନାସିରଉଦ୍ଦୀନ ଶାହଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି ।

70 ବର୍ଷୀୟ ଅଭିନେତା ଗତ କିଛି ଦିନ ହେବ ନିମୋନିଆରେ ପିଡିତ ହୋଇ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ତାଙ୍କ ସ୍ବସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ତେବେ ନାସିରଉଦ୍ଦୀନ ଶାହ ବଲିଉଡର ଜଣେ ପ୍ରଖ୍ୟାତ ଅଭିନେତା । ନିଶାନ୍ତ, ଜାନେ ଭି ଦୋ ୟାରୋ, ଇଜାଯତ୍, ବାଜାର, ମାସୁମ, ମିର୍ଚି ମସାଲା, ଅ ୱେଡନସ ଡେ’ ଭଳି ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି ନସୀରଉଦ୍ଦୀନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.