ETV Bharat / sitara

‘ନାନା ପାଟେକରଙ୍କ ଉପରେ ଲାଗିଥିବା ଯୌନ ଉତ୍ପିଡନ ଅଭିଯୋଗ ସମ୍ପୁର୍ଣ୍ଣ ମିଥ୍ୟା’: ମୁମ୍ବାଇ ପୋଲିସ - mumbai police

ନାନା ପାଟେକରଙ୍କୁ କ୍ଲିନ ଚିଟ ଦେଲା ମୁମ୍ବାଇ ପୋଲିସ । ନାନାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ସମ୍ପୁର୍ଣ୍ଣ ମିଥ୍ୟା ବୋଲି କହିଛି ପୋଲିସ । ଏହ କେବଳ ଖରାପ ଉଦ୍ଦେଶ୍ୟ ରଖାଯାଇ କରାଯାଇଛି ।

ଡିଜାଇନ ଫଟୋ
author img

By

Published : Jun 16, 2019, 4:16 AM IST

ହାଇଦ୍ରାବାଦ: ନିକଟରେ ମୁମ୍ବାଇ ପୋଲିସ ନାନା ପାଟେକରଙ୍କ ଉପରେ ଲାଗିଥିବା ଯୌନ ଉତ୍ପିଡନ ଅଭିଯୋଗକୁ ସମ୍ପୁର୍ଣ୍ଣ ମିଥ୍ୟା ବୋଲି କହି ମାମଲାକୁ ରବ୍ଦ କରିଛନ୍ତି । ଖରାପ ଉଦ୍ଦେଶ୍ୟ ରଖି ତାଙ୍କ ଉପରେ ଆରୋପ ଲଗାଯାଇଛି ବୋଲି କହିଛି ମୁମ୍ବାଇ ପୋଲିସ ।

ପ୍ରକାଶଥାଉକି, ଗତ ବର୍ଷ ସେପ୍ଟେମ୍ବରରେ ମିଠୁ କ୍ୟାମ୍ପେନିଂ ସମୟରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା, ନାନା ପାଟେକରଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ । ଏହାପରେ ପୋଲିସ ସମସ୍ତ 13 ଜଣ ସାକ୍ଷଙ୍କ ବୟାନ ନେଇଥିଲା ମାତ୍ର ଜଣଙ୍କଠୁ ବି ଯୌନ ଶୋଷଣ ହୋଇଛି ବୋଲି ପ୍ରମାଣ ପାଇନଥିଲା ।

ତନୁଶ୍ରୀଙ୍କ ଅଭିଯୋଗରେ ସେ କହିଥିଲେ, 2008ରେ ‘ହର୍ଣ୍ଣ ଓକେ’ର ସୁଟିଂ ସମୟରେ ଏକ ଆଇଟମ ନମ୍ବର ହୋଇଥିଲା ଓ ସେଥିରେ ନାନା ପାଟେକର ତାଙ୍କୁ ଅଶ୍ଳୀଳ ବ୍ୟବହାର କରିଥିଲେ । ତେବେ ଆଇଟମ ନମ୍ବରରେ ନାନା ପାଟେକର ମଧ୍ୟ କାମ କରିବେ ବୋଲି ତନୁଶ୍ରୀଙ୍କୁ ଆଗରୁ କୁହାଯାଇନଥିଲା ବୋଲି ସେ ଅଭିଯୋଗ କରିଥିଲେ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.