ETV Bharat / sitara

ଜାଭେଦଙ୍କ ଅଭିଯୋଗ ପରେ କଙ୍ଗନାଙ୍କୁ ମୁମ୍ବାଇ କୋର୍ଟର ସମନ

author img

By

Published : Feb 1, 2021, 4:44 PM IST

Updated : Feb 1, 2021, 8:46 PM IST

କଙ୍ଗନାଙ୍କୁ ପୁଣି ମୁମ୍ବାଇ କୋର୍ଟ ତରଫରୁ ମିଳିଲା ସମନ । ଗତ ବର୍ଷ ତାଙ୍କ ନାଁରେ ବିବାଦୀୟ ବୟାନ ଦେଇଥିବା ଅଭିଯୋଗ ଆଣିଥିଲେ ଜାଭେଦ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ:ସୋମବାର ମୁମ୍ବାଇ ସ୍ଥିତ ଆନ୍ଧେରୀର ଏକ ମହାନଗର ନିଗମ କୋର୍ଟ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଗୀତିକାର ଜାଭେଦ ଅଖତରଙ୍କ ଅଭିଯୋଗ ଉପରେ ସମନ ଜାରି କରିଛନ୍ତି । ଯେଉଁ ଅଭିଯୋଗରେ କୁହାଯାଇଛି କଙ୍ଗନା ଏକ ସାକ୍ଷାତକାରରେ ତାଙ୍କ ବିରୁଦ୍ଧରେ ବଦନାମ ମନ୍ତବ୍ୟ ଦେଇଥିଲେ।

ଜାଭେଦ ଗତ ବର୍ଷ ନଭେମ୍ବରରେ ମାଜିଷ୍ଟ୍ରେଟ କୋର୍ଟଙ୍କ ନିକଟକୁ ଯାଇଥିଲେ। ଡିସେମ୍ବର 3ରେ, ଅଭିଯୋଗର ଯାଞ୍ଚ ପ୍ରକ୍ରିୟାରେ ମାଜିଷ୍ଟ୍ରେଟଙ୍କ ଦ୍ବାରା ତାଙ୍କ ବୟାନ ରେକର୍ଡ କରାଯାଇଥିଲା । ପରେ କୋର୍ଟ ଜୁହୁ ପୋଲିସକୁ ତଦନ୍ତ କରି ଅଖତରଙ୍କ ଅଭିଯୋଗ ଉପରେ ଏହାର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସୋମବାର ଜୁହୁ ପୋଲିସ ଏହାର ରିପୋର୍ଟ ଦାଖଲ କରିଛି, ଯାହା ପରେ ମାର୍ଚ୍ଚ 1ରେ କୋର୍ଟ ରଣାୱତଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 1, 2021, 8:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.