ETV Bharat / sitara

ଫଟୋ କ୍ୟାପସନ୍ ପାଇଁ ଚର୍ଚ୍ଚାରେ ମୀରା - mira rajput looks stunning in her latest post

ନିକଟରେ, ମୀରା ତାଙ୍କର ଚମତ୍କାର ଥ୍ରୋ ବ୍ୟାକ୍ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଯାହାର କ୍ୟାପସନ୍ କୁ ପ୍ରଂଶସକମାନେ ବହୁତ ପସନ୍ଦ କରିଛନ୍ତି । ଅଧିକ ପଢନ୍ତୁ...

mira rajput looks stunning in her latest post but its her witty caption thats winning over the internet
ଫଟୋ କ୍ୟାପସନ୍ ପାଇଁ ଚର୍ଚ୍ଚାରେ ମୀରା
author img

By

Published : Sep 3, 2020, 8:54 PM IST

ନୂଆଦିଲ୍ଲୀ: ମୀରା ରାଜପୁତ ଓ ଶାହିଦ କପୁରଙ୍କ ଯୋଡି ବଲିଉଡର ହଟ ଯୋଡି ମଧ୍ୟରୁ ଅନ୍ୟତମ । ସେହିପରି ଫ୍ୟାନ୍ସଙ୍କ ଫେଭରେଟ ଯୋଡି ମଧ୍ୟ । ବିବାହ ପରଠୁ ନେଇ ଏଯାବତ କୌଣସି ନା କୌଣସି ଖବର ପାଇଁ ଚର୍ଚ୍ଚାରେ ରହିଥାଆନ୍ତି ଏହି କପଲ ।

ଲକଡାଉନ ସମୟରେ ମୀରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ । ସେ ସର୍ବଦା ନିଜର ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରିଥାନ୍ତି ।

ନିକଟରେ, ମୀରା ତାଙ୍କର ଚମତ୍କାର ଥ୍ରୋ ବ୍ୟାକ୍ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଯାହାର କ୍ୟାପସନ୍ କୁ ପ୍ରଂଶସକମାନେ ବହୁତ ପସନ୍ଦ କରିଛନ୍ତି ।

ଫଟୋରେ ମୀରା ଏକ ରେଷ୍ଟୁରାଣ୍ଟରେ ତାଙ୍କ ଖାଦ୍ୟ ପାଇଁ ଅପେକ୍ଷା କରିଥିବାର ଦେଖିବାକୁ ମିଳିଥିଲା ।

ପୋଷ୍ଟର କ୍ୟାପସନରେ ମୀରା ଲେଖିଛନ୍ତି, " କେକ୍ ପାଇଁ ଅପେକ୍ଷା କରିଛି । ମୁଁ କଣ ପ୍ରକୃତରେ ପୁରା କେକ୍ ଖାଇଥିଲି କି? ୟୋଲୋ"

ନିକଟରେ ମୀରା ପ୍ରଶଂସକମାନଙ୍କ ସହିତ କ୍ୟିୟୁଏନଏ ଅଧିବେଶନ କରିଥିଲେ । ଯେଉଁଥିରେ ମୀରା ସ୍କିନ୍ କେୟାର ଟିପ୍ସ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ଉପରେ ଫ୍ୟାନ୍ସଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.