ETV Bharat / sitara

ପାକିସ୍ତାନରେ ମିଆଙ୍କ ଟିକଟକ ବ୍ୟାନ୍ !

author img

By

Published : May 26, 2021, 7:16 PM IST

ଏବେ ଚର୍ଚ୍ଚାରେ ଆଡଲ୍ଟ ଷ୍ଟାର ମିଆ ଖଲିଫା । ଏବେ ମିଆଙ୍କ ଟିକଟକ୍ ଆକାଉଣ୍ଟ ଉପରେ ପାକିସ୍ତାନରେ ପ୍ରତିବନ୍ଧକ ଲଗାଯାଇଛି । ଅଧିକ ପଢନ୍ତୁ...

mia-khalifa-why-tiktok-videos-of-former-porn-star-not-being-shown-in-pakistan-here-is-reason
ପାକିସ୍ତାନରେ ମିଆଙ୍କ ଟିକଟକ ବ୍ୟାନ୍ !

ନୂଆଦିଲ୍ଲୀ : ଏବେ ଚର୍ଚ୍ଚାରେ ଆଡଲ୍ଟ ଷ୍ଟାର ମିଆ ଖଲିଫା । ଏବେ ମିଆଙ୍କ ଟିକଟକ୍ ଆକାଉଣ୍ଟ ଉପରେ ପାକିସ୍ତାନରେ ପ୍ରତିବନ୍ଧକ ଲଗାଯାଇଛି। ଯେଉଁଥିପାଇଁ ମିଆ ଖୁବ୍ ରାଗିଯାଇଛନ୍ତି । ଯାହାକୁ ନେଇ ସେ ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

  • Shoutout to Pakistan for banning my tiktok account from the country. I’ll be re-posting all my tiktoks on Twitter from now on for my Pakistani fans who want to circumvent fascism 💕

    — Mia K. (@miakhalifa) May 22, 2021 " class="align-text-top noRightClick twitterSection" data=" ">

ମିଆ ଟ୍ବିଟ୍ କରି ଲେଖିଛନ୍ତି, ପାକିସ୍ତାନୀଙ୍କୁ ମୋର ଟିକଟକ୍ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସ୍ବର ଉତ୍ତୋଳନ କରିବା ଉଚିତ୍। ଏବେ ଠାରୁ ମୁଁ ମୋର ପାକିସ୍ତାନୀ ଫ୍ୟାନ୍ସଙ୍କ ପାଇଁ ଟ୍ବିଟରରେ ମୋର ସମସ୍ତ ଟିକଟକ୍ ଭିଡିଓ ପୋଷ୍ଟ କରିବି, ଯେଉଁମାନେ ଫାଶୀବାଦକୁ ଦୂର କରିବାକୁ ଚାହୁଁଛନ୍ତି ।

ସୋସିଆଲ ମିଡିଆରେ ମିଆ ତାଙ୍କର ସେକ୍ସୀ ଅନ୍ଦାଜ ଏବଂ ବିବାଦ ପାଇଁ ବେଶ ଜଣାଶୁଣା । ଗତ ବର୍ଷ ମିଆ ଟ୍ବିଟ କରି ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନର ସମର୍ଥନ କରିଥିଲେ ।

ପ୍ରକାଶ ଥାଉ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଜଣା ପଡିନାହିଁ ଯେ ମିଆଙ୍କ ଟିକଟକ ଭିଡିଓ ଉପରେ ନିଷେଧାଦେଶ ପାକିସ୍ତାନ ସରକାରଙ୍କ ଆବେଦନର ଫଳାଫଳ ନା ଏହା ନିଜେ କମ୍ପାନୀ ନୀତି ଅନୁଯାୟୀ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.