ମୁମ୍ବାଇ:ବଲିଉଡର ସେକ୍ସି ଅଭିନେତ୍ରୀ ମଲାଇକା ଆରୋରା ସବୁବେଳେ ନିଜ ଷ୍ଟାଇଲିସ୍ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ରୁହନ୍ତି । ହେଲେ ଇତିମଧ୍ୟରେ ସେ ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ । କାରଣ ସେ କହିଛନ୍ତି ଯେ ସେ ସବୁବେଳେ ଝିଅର ମା' ହେବାକୁ ଇଚ୍ଛା କରିଆସୁଥିଲେ । ଯାହାଙ୍କ ସହ ସେ ନିଜ ଜୀବନର ସବୁକିଛି ସେୟାର କରିପାରିଥାଆନ୍ତେ । ନିକଟରେ ଡାନ୍ସ ରିୟାଲିଟି ଶୋ ‘ସୁପର ଡାନ୍ସ ଚାପ୍ଟର 4’ରେ ଅତିଥି ରୂପେ ସାମିଲ ଏହି କଥାର ଖୁଲାସା କରିଥିଲେ ସେ । ଦେଖନ୍ତୁ ଭିଡିଓ...
ଝିଅର ମା' ହେବାକୁ ଚାହୁଁଥିଲେ ମଲାଇକା - ସେକ୍ସି ଅଭିନେତ୍ରୀ ମଲାଇକା ଆରୋରାଙ୍କ ବୟାନ
ନିକଟରେ ଡାନ୍ସ ରିୟାଲିଟି ଶୋ ‘ସୁପର ଡାନ୍ସ ଚାପ୍ଟର 4’ରେ ଅତିଥି ରୂପେ ନଜର ଆସିଥିଲେ ମଲାଇକା ଅରୋରୋ । ଆଉ ସମସ୍ତଙ୍କୁ ଜଣାଇଥିଲେ ନିଜ ମନ କଥା । ଅଧିକ ପଢନ୍ତୁ...
![ଝିଅର ମା' ହେବାକୁ ଚାହୁଁଥିଲେ ମଲାଇକା ଝିଅର ମା' ହେବାକୁ ଚାହୁଁଥିଲେ ମଲାଇକା](https://etvbharatimages.akamaized.net/etvbharat/prod-images/768-512-11682363-965-11682363-1620447196407.jpg?imwidth=3840)
ଝିଅର ମା' ହେବାକୁ ଚାହୁଁଥିଲେ ମଲାଇକା