ETV Bharat / sitara

ମୋ ପସନ୍ଦ ଉପରେ ପ୍ରଶ୍ନ କରିବାର ଅଧିକାର ଅନ୍ୟମାନଙ୍କର ନାହିଁ: Malaika Arora

ବୋଲ୍ଡ ପିକ୍ ତଥା ଡ୍ରେସିଂକୁ ନେଇ ସର୍ବଦା ଟ୍ରୋଲ ହେଉଥିବା ମଡେଲ ମଲାଇକା ମୁହଁ ଖୋଲିଲେ । ଅନ୍ୟ କାହାର ପସନ୍ଦ କିମ୍ବା ଇଚ୍ଛା ମୁତାବକ ଗେଟ୍-ଅପ୍ ନେବା ମୋର ପସନ୍ଦ ନୁହେଁ । ଅଧିକ ପଢନ୍ତୁ

ମୋ ପସନ୍ଦ ଉପରେ ପ୍ରଶ୍ନ କରିବାର ଧିକାର ଅନ୍ୟମାନଙ୍କର ନାହିଁ: Malaika Arora

author img

By

Published : Jan 23, 2022, 8:53 PM IST

ହାଇଦ୍ରାବାଦ: ବଲିଉଡର ୪୮ ବର୍ଷୀୟ ମଲାଇକା ଅରୋରା ନିଜର ବୋଲ୍ଡ ପିକ୍ ତଥା ଡ୍ରେସିଂ ଚଏସ ନେଇ ବେଶ୍ ଜଣାଶୁଣା । ଏହି ମଡେଲ ତଥା ଅଭିନେତ୍ରୀ ଜଣକ ସୋସିଆଲ ମିଡିଆରେ କଷ୍ଟ୍ୟୁମକୁ ନେଇ ପ୍ରାୟତଃ ଟ୍ରୋଲ ହୋଇଥାନ୍ତି । କିନ୍ତୁ ତାହା ତାଙ୍କୁ କଷ୍ଟ ଦିଏ ନାହିଁ । କାରଣ ସେ ତାଙ୍କ ପସନ୍ଦ ଉପରେ ପ୍ରଶ୍ନ କରିବାର ଅଧିକାର କାହାକୁ ଦେଇନାହାଁନ୍ତି ।

ନିକଟରେ ଏକ ସାକ୍ଷାତକାରରେ, ଅରୋରାଙ୍କୁ ତାଙ୍କ ପୋଷାକକୁ ନେଇ କରାଯାଉଥିବା ସମାଲୋଚନା ବାବଦରେ କଣ ଭାବନ୍ତି ବୋଲି ପଚରା ଯାଇଥିଲା । ସେ ଉତ୍ତରରେ କହିଛନ୍ତି ଯେ, ମହିଳାମାନେ ସେମାନଙ୍କ ଜଙ୍ଘ ଏବଂ ବେକ ତଳର କପଡାକୁ ନେଇ ସମାଲୋଚନାର ଶିକାର ହୋଇଥାନ୍ତି । କିନ୍ତୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସମ୍ମୁଖୀନ କରିନାହାନ୍ତି ।

ମଲାଇକା କହିଛନ୍ତି, "ଲୋକମାନଙ୍କ କହିବା ଅନୁଯାୟୀ ମୁଁ ମୋ ଜୀବନ ଶୈଳୀ ପରିବର୍ତ୍ତନ କରିପାରିବି ନାହିଁ । ପୋଷାକ ପିନ୍ଧିବା ଏକ ବ୍ୟକ୍ତିଗତ ପସନ୍ଦ । ମୁଁ ଏଥିପାଇଁ ଅନ୍ୟମାନଙ୍କୁ ହସ୍ତକ୍ଷେପ କରିବାକୁ ଦିଏନାହିଁ । ମୋର ବ୍ୟକ୍ତିଗତ ପସନ୍ଦ ମୋର ବ୍ୟକ୍ତିଗତ ପସନ୍ଦ ହେବା ଉଚିତ ।'

ସେ ଏହା ମଧ୍ୟ କହିଛନ୍ତି ଯେ ଫ୍ୟାଶନ୍ ତାଙ୍କ ପାଇଁ କମ୍ଫର୍ଟ ଏବଂ ତାଙ୍କ ପସନ୍ଦ ଉପରେ ପ୍ରଶ୍ନ କରିବାର କାହାର ଅଧିକାର ନାହିଁ । ଯଦି ମୁଁ କୌଣସି ଜିନିଷରେ ଆରାମ ଅନୁଭବ କରେ, ତାହା ପିନ୍ଧେ । ମୁଁ ଜାଣେ ମୋ ଉପରେ କ’ଣ ଭଲ ଦେଖାଯାଏ । ଯଦି ମୁଁ ମୋର ଚର୍ମ, ମୋ ଶରୀର, ମୋ ବୟସ ସହ କମ୍ଫର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.