ETV Bharat / sitara

କୋରୋନା ଟେଷ୍ଟର ଅନୁଭୂତି ସେୟାର କଲେ ମହେଶ ବାବୁଙ୍କ ଝିଅ - ମହେଶ ବାବୁଙ୍କ ଝିଅ

ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ଝିଅ ସୋସିଆଲ ମିଡିଆରେ ବେଶ ଆକ୍ଟିଭ, ତାଙ୍କର ନିଜର ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଅଛି । ନିକଟରେ ସୀତାରା ଇନଷ୍ଟାଗ୍ରାମରେ କୋରୋନା ଟେଷ୍ଟ କରିବାର ଅନୁଭୂତି ସେୟାର କରିଛନ୍ତି । ଅଧିକ ପଢନ୍ତୁ...

mahesh-babu-daughter-shares-experience-of-first-covid-test
କୋରୋନା ଟେଷ୍ଟର ଅନୁଭୂତି ସେୟାର କଲେ ମହେଶ ବାବୁଙ୍କ ଝିଅ
author img

By

Published : Dec 30, 2020, 9:56 PM IST

ହାଇଦ୍ରାବାଦ: ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ଝିଅ ସୀତାରା ବୁଧବାର କୋରୋନା ଟେଷ୍ଟ କରିବାର ଅନୁଭୂତି ସେୟାର କରିଛନ୍ତି ।

ଆଠ ବର୍ଷର ସୀତାରା ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି,'ମୋର ପ୍ରଥମ କୋଭିଡ ଟେଷ୍ଟ । ମୋ ବୟସର ସମସ୍ତ ପିଲାଙ୍କ ପାଇଁ ସଂକ୍ଷିପ୍ତ ସୂଚନା । ମୁଁ କୋରୋନା ଟେଷ୍ଟ କରିବାକୁ ବହୁତ ଡରୁଥିଲି, କିନ୍ତୁ ମୋ ଅମ୍ମା ମୋ ହାତ ଧରି ସାମ୍ନାରେ ଠିଆ ହୋଇଥିଲେ । ଯଦି ଆପଣ ସାଙ୍ଗ ଏବଂ ପରିବାରକୁ ଭେଟନ୍ତି, ସର୍ବଦା ଟେଷ୍ଟ କରିବା ବିଷୟକୁ ମନେରଖନ୍ତୁ । ମୁଁ ତାହା କଲି ଏବଂ ତୁମକୁ ଏକ ସତ୍ୟ କଥା କହିଲି ଯେ ଏହା ଖରାପ, କଷ୍ଟଦାୟକ କିମ୍ବା ଯନ୍ତ୍ରଣାଦାୟକ ନୁହେଁ । ତେଣୁ ଏକ ସୁରକ୍ଷିତ ସମାଜ ପାଇଁ କୋରୋନା ଟେଷ୍ଟ କରନ୍ତୁ । ସମସ୍ତଙ୍କ ପାଇଁ ନିରାପଦ ଏବଂ ନୂତନ ବର୍ଷର ଶୁଭକାମନା ।

ପ୍ରକାଶ ଥାଉ ଯେ, ସୀତାରା ମହେଶ ବାବୁ ଏବଂ ଅଭିନେତ୍ରୀ ନମ୍ରତା ଶିରୋଡକରଙ୍କ ଝିଅ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.