ETV Bharat / sitara

କଙ୍ଗନାଙ୍କୁ ‘ୱାଇ ପ୍ଲସ ସୁରକ୍ଷା’, ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ପ୍ରଶ୍ନ - ବିବାଦ ଘେରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ

କଙ୍ଗନାଙ୍କ ବିବାଦ କମ୍ ହେବାର ନାଁ ନେଉନାହିଁ । ଜଣକ ପରେ ଜଣେ ରାଜନେତା ତାଙ୍କ ଉପରେ ଅସନ୍ତୋଷ ହେବାରେ ଲାଗିଛନ୍ତି । ଏବେ ତାଙ୍କୁ ମିଳିଥିବା ୱାଇ ପ୍ଲସ ସୁରକ୍ଷା ଉପରେ ପ୍ରଶ୍ନ କରିଛନ୍ତି ଅନିଲ ଦେଶମୁଖ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Sep 7, 2020, 7:33 PM IST

ମୁମ୍ବାଇ: ସୋମବାର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତ ବିଏମସି ଉପରେ ଅଭିଯୋଗ ଆଣି ଏକ ଟ୍ବିଟ କରିଥିଲେ । ଯେଉଁଥିରେ ସେ ଜଣାଇଥିଲେ ତାଙ୍କ ସ୍ବପ୍ନକୁ ଜୋର ଜବରଦସ୍ତି ଭାଙ୍ଗିବାକୁ ଯାଉଛନ୍ତି ବିଏମସି ଅଧିକାରୀ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା । ସେ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ଜାରି କରି ଏପରି ଅଭିଯୋଗ ଆଣିଛନ୍ତି । ସେହିପରି ସୋମବାର ସକାଳେ କେନ୍ଦ୍ର ତରଫରୁ କଙ୍ଗନାଙ୍କୁ ମୁମ୍ବାଇରେ ୱାଇ ପ୍ଲସ ସୁରକ୍ଷା ଦିଆଯିବାର ଘୋଷଣା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଯାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ଚର୍ଚ୍ଚାରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ।

  • ये मुंबई में मणिकर्णिका फ़िल्म्ज़ का ऑफ़िस है, जिसे मैंने पंद्रह साल मेहनत कर के कमाया है, मेरा ज़िंदगी में एक ही सपना था मैं जब भी फ़िल्म निर्माता बनूँ मेरा अपना खुद का ऑफ़िस हो, मगर लगता है ये सपना टूटने का वक़्त आ गया है, आज वहाँ अचानक @mybmc के कुछ लोग आए हैं 🙂 pic.twitter.com/C7zGe8ZyGe

    — Kangana Ranaut (@KanganaTeam) September 7, 2020 " class="align-text-top noRightClick twitterSection" data=" ">

ସେ ନିଜ ବୟାନରେ କହିଛନ୍ତି, ‘ଯେଉଁ ମଣିଷ ମୁମ୍ବାଇର ଆତ୍ମସମ୍ମାନକୁ ଅପମାନ କରୁଛନ୍ତି ତାଙ୍କୁ କେନ୍ଦ୍ର ତରଫରୁ ୱାଇ ପ୍ଲସ ସୁରକ୍ଷା ଦିଆଯାଉଛି । ଏହା ବହୁତ ଦୁଃଖଦ କଥା । ମହାରାଷ୍ଟ୍ର କେବଳ ଏନସିପି କିମ୍ବା ଶିବସେନାର ନୁହେଁ ଯାହା ବିଜେପି ଆଉ ଜନସାଧାରଣଙ୍କର ମଧ୍ୟ ।’

  • I have all the papers, BMC permissions nothing has been done illegal in my property, BMC should send a structure plan to show the illegal construction with a notice, today they raided my place and without any notice tomorrow they demolishing entire structure 🙂

ପ୍ରକାଶ ଥାଉକି କିଛି ଦିନ ହେବ କଙ୍ଗନା ଶିବସେନା ନେତାଙ୍କ ସହ ବାକ୍ ଯୁଦ୍ଧ କରୁଥିବାର ନଜର ଆସୁଛନ୍ତି । ନିକଟରେ ସେ ଟ୍ବିଟରେ ଏକ ପୋଷ୍ଟ କରି ମୁମ୍ବାଇ ବିଷୟରେ ଅପମାନଜନକ ବୟାନ ଦେଇଥିଲେ । ଯାହାପରେ କ୍ରୋଧିତ ନଜର ଆସିଥିଲେ ଶିବସେନା ନେତା ସଞ୍ଜୟ ରାଉତ ।

ସେହିପରି କେନ୍ଦ୍ର ପୂର୍ବରୁ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ କଙ୍ଗନାଙ୍କୁ ମନାଲିରେ ସୁରକ୍ଷା ଦେବା କଥା ଘୋଷଣା କରିଥିଲେ । କଙ୍ଗନାଙ୍କୁ ୱାଇ ପ୍ଲସ ସୁରକ୍ଷା ଘୋଷଣା ହେବା ପରେ ଜୟରାମ ଏହାର ସ୍ବାଗତ ଜଣାଇ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.