ETV Bharat / sitara

ଶ୍ରୀଦେବୀଙ୍କ ସ୍ଥାନ ନେବା ସହଜ ନୁହେଁ: ମାଧୁରୀ - film

ଦୀର୍ଘ 22ବର୍ଷ ପରେ ସେ ଅଭିନେତା ସଞ୍ଜୟ ଦତ୍ତଙ୍କ ସହ ଏକାଠି ପରଦାରେ ନଜର ଆସିବାକୁ ଯାଉଛନ୍ତି ମାଧୁରୀ ଦୀକ୍ଷିତ । ଏହାଛଡା ସ୍ବର୍ଗୀୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ସ୍ଥାନ ନେବା ମଧ୍ୟ କୌଣସି ସହଜ କଥା ନୁହେଁ ବୋଲି କହିଛନ୍ତି ଧକଧକ ଗର୍ଲ

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Mar 13, 2019, 1:18 PM IST

ମୁମ୍ବାଇ: ଦୀର୍ଘଦିନର ବ୍ୟବଧାନ ପରେ ଧକଧକ ଗର୍ଲ ମାଧୁରୀ ଦୀକ୍ଷିତ ମଲ୍ଟ୍ଟିଷ୍ଟାରର ଫିଲ୍ମ 'କଲଙ୍କ'ରେ ନଜର ଆସିବାକୁ ଯାଉଛନ୍ତି । ନିକଟରେ ଫିଲ୍ମର ଟିଜର ଓ ପୋଷ୍ଟର ରିଲିଜ ହୋଇଥିବାବେଳେ ଦୀର୍ଘ 22ବର୍ଷ ପରେ ସେ ଅଭିନେତା ସଞ୍ଜୟ ଦତ୍ତଙ୍କ ସହ ଏକାଠି ପରଦାରେ ନଜର ଆସିବାକୁ ଯାଉଥିବା ସହ ଶ୍ରୀଦେବୀଙ୍କ ସ୍ଥାନ ପୂରଣ କରିଛନ୍ତି । ଯାହାକି ତାଙ୍କ ପାଇଁ ବିଲକୁଲ ସହଜ ନଥିଲା ...

ମଙ୍ଗଳବାର ଫିଲ୍ମର ଟିଜର ଲଞ୍ଚିଂ ସମୟରେ ମାଧୁରୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ 'କଲଙ୍କ' ସେଟରେ ତାଙ୍କୁ କିପରି ଲାଗୁଥିଲା, ଆଉ ଅନ୍ୟକଥାଟି ହେଲା ଏହି ଭୂମିକା ଶ୍ରୀଦେବୀଙ୍କ ପାଇଁ ଥିଲା । ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ କି, ଶ୍ରୀଦେବୀଙ୍କ ମୃତ୍ୟୁ ଆମ ପାଇଁ ଦୁଃଖଦ ଖବର ଥିଲା । ପରେ ଯେତେବେଳେ ତାଙ୍କୁ ସେହି ଭୂମିକା ପାଇଁ ସମ୍ପର୍କ କରାଯାଇଥିଲା, ସେହି ସମୟରେ ଏହା ତାଙ୍କ ପାଇଁ ଆଦୌ ସହଜ କଥା ନଥିଲା । ଶ୍ରୀଦେବୀଙ୍କ ପ୍ରତି ତାଙ୍କ ମନରେ ଅପାର ଶ୍ରଦ୍ଧା ରହିଛି । ସେ ଜଣେ ଶାନଦାର ଅଭିନେତ୍ରୀ ଥିବା ସହ ଭଲ ମଣିଷ ମଧ୍ୟ ଥିଲେ ।

ଜଣେ ଅଭିନେତ୍ରୀ ରୂପେ ଆପଣ ଯେତେବଳେ କୌଣସି ଚରିତ୍ରରେ ଅଭିନୟ କରୁଛ, ତେବେ ଏହା ଭିନ୍ନ ମାମଲା ହୋଇଥାଏ । କାରଣ ଆମେ ଚରିତ୍ରରେ ନିଜର ଭାବନା ସମ୍ପୃକ୍ତ କରିଥାଉ । କିନ୍ତୁ 'କଲଙ୍କ' ସେଟରେ ଶ୍ରୀଦେବୀଙ୍କୁ ସବୁବେଳେ ଆମେ ସ୍ମରଣ କରୁଥିଲୁ । କାରଣ ସେ ଫିଲ୍ମର ଅଂଶ ଥିଲେ । ଯେବେ ଆପଣ କାମ ଆରମ୍ଭ କରୁଛନ୍ତି ତେବେ ଆପଣଙ୍କୁ ଆଗକୁ ବଢିବାକୁ ହୋଇଥାଏ ଏବଂ ନିଜର କାମ କରିବାକୁ ପଡିଥାଏ । ସେ ମଧ୍ୟ ଠିକ୍ ଏପରି ହିଁ କରିଛନ୍ତି, କିନ୍ତୁ ସେଟରେ ଶ୍ରୀଦେବୀଙ୍କୁ ଖୁବ୍ ସ୍ମରଣ କରିଥିଲି ବୋଲି କହିଛନ୍ତି ମାଧୁରୀ ।

Intro:Body:

Mumbai: Filmmaker Rohit Shetty who is working with National Award-winning Bollywood superstar Akshay Kumar in his upcoming directorial venture titled 'Sooryavanshi' says working with him is an achievement.

During an interactive session at the 20th edition of FICCI FRAMES, the global media, and entertainment conclave on Tuesday, Rohit said, "I did few body doubles for Akshay in the film 'Suhaag' and of course, we had a long association. We kept meeting. When I was shooting for the television show 'Khatron Ke Khiladi' we met."

"He started the show, I am hosting the show. Yes, we have respect for each other. Now that we are making a film together, I feel a sense of achievement," he said.

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.