ETV Bharat / sitara

କୋରାନା ସହାୟତା: ପିଏମ କେୟାର୍ସକୁ ଦାନ କଲେ ଧକଧକ ଗର୍ଲ - କୋରାନା ସହାୟତା

ମାଧୁରୀ ଦୀକ୍ଷିତ ନନେ ଏବଂ ତାଙ୍କ ସ୍ୱାମୀ ଶ୍ରୀରାମ ମାଧବ ନେନେ COVID-19 ମୁକାବିଲା ପାଇଁ ପିଏମ ରିଲିଫ ପାଣ୍ଠି ଏବଂ ମହାରାଷ୍ଟ୍ରର ସିଏମ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି | ସେ ଇନଷ୍ଟାଗ୍ରାମକୁ ଯାଇ ତାଙ୍କ ପ୍ରଶଂସକ ଏବଂ ଅନ୍ୟମାନଙ୍କୁ ସେମାନଙ୍କର ଅବଦାନ ବିଷୟରେ କହିଥିଲେ । ଆହୁରି ପଢନ୍ତୁ...

Madhuri Dixit Nene, hubby to donate for PM-CARES Fund
କୋରାନା ସହାୟତା : ପିଏମ ରିଲିଫ ପାଣ୍ଠିକୁ ଦାନ କଲେ ଧକ ଧକ ଗର୍ଲ
author img

By

Published : Apr 1, 2020, 6:07 PM IST

ମୁମ୍ବାଇ: ବଲିଉଡର ଡିଭା ମାଧୁରୀ ଦୀକ୍ଷିତ ନନେ ବୁଧବାର ଦିନ ସେ ତାଙ୍କ ସ୍ୱାମୀ ଶ୍ରୀରାମ ମାଧବ ନେନେଙ୍କ ସହ ପିଏମ ରିଲିଫ ପାଣ୍ଠି ଏବଂ ମହାରାଷ୍ଟ୍ରର ସିଏମ ରିଲିଫ ପାଣ୍ଠିକୁ COVID-19 ମୁକାବିଲା ପାଇଁ ଦାନ କରିଛନ୍ତି ।

Madhuri Dixit Nene, hubby to donate for PM-CARES Fund
କୋରାନା ସହାୟତା : ପିଏମ ରିଲିଫ ପାଣ୍ଠିକୁ ଦାନ କଲେ ଧକ ଧକ ଗର୍ଲ

ଏହାସହ ଅଭିନେତ୍ରୀ ଏହାକୁ ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକ ତଥା ଅନ୍ୟମାନଙ୍କୁ ଏହି ସରକାରୀ ଯୁଦ୍ଧରେ ଦାନ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି । ଅଭିନେତ୍ରୀ ଲେଖିଛନ୍ତି ଯେ, "ମାନବିକତା ପାଇଁ ଏହି ଯୁଦ୍ଧ ଜିତିବା ପାଇଁ ଆମେ ସମସ୍ତେ ହାତ ମିଳାଇବା ଉଚିତ ।

ଧକଧକ ଗାର୍ଲ କୋରାନା ସହାୟତା କରି ଅକ୍ଷୟ କୁମାର, ଅନୁଷ୍କା ଶର୍ମା, ବରୁଣ ଧୱନ, ପ୍ରିୟଙ୍କା ଚୋପ୍ରା ଏବଂ ଅନ୍ୟାନ୍ୟ ବଲିଉଡ ସେଲିବ୍ରିଟିଙ୍କ ସହଯୋଗ ଦେଇଥିଲେ ।ଏହି ସମୟରେ କରୀନା କପୁର ମଙ୍ଗଳବାର ଇନଷ୍ଟାଗ୍ରାମକୁ ଯାଇ ତାଙ୍କ ସ୍ୱାମୀ ସୈଫ ଅଲି ଖାନଙ୍କ ସହ COVID-19 ମହାମାରୀ ବିରୋଧରେ ୟୁନିସେଫ, ଗିଭ ଇଣ୍ତିଆ ଏବଂ ଇଣ୍ଟରନ୍ୟାସନାଲ ଆସୋସିଏସନ ଫର ହ୍ୟୁମାନ ଭାଲ୍ୟୁସ (IAHV)କୁ ଦାନ କରିଛନ୍ତି ।

ଏହାସହ ଅଭିନେତ୍ରୀ କରୀନା ଲେଖିଛନ୍ତି ଯେ, "ଏହିପରି କଠିନ ସମୟରେ ଆମେ ସମସ୍ତେ ଏକାଠି ହେବା ଏବଂ ପରସ୍ପରକୁ ସାହାଯ୍ୟ କରିବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.