ETV Bharat / sitara

ମୌନୀଙ୍କ ପ୍ରେମରେ ପାଗଳ ରାଜକୁମାର, ଦେଖନ୍ତୁ ଭିଡିଓ

author img

By

Published : Oct 15, 2019, 3:55 PM IST

ପ୍ରଥମଥର କମେଡି ଫିଲ୍ମରେ ଅଭିନେତା ରାଜକୁମାର ରାଓଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ଗୋଲ୍ଡ ଅଭିନେତ୍ରୀ ମୌନୀ ରାୟ । ଏମାସ 25ରେ ରିଲିଜ ହେବ ମେଡ ଇନ ଚାଇନା । ଏବେ ରିଲିଜ ହୋଇଯାଇଛି ଫିଲ୍ମରେ ରୋମାଣ୍ଟିକ ଗୀତ ‘ଭାଲମ’ ।

ଫଟୋ ସୌଜନ୍ୟ: ୟୁଟ୍ୟୁବ

ମୁମ୍ବାଇ: ରାଜକୁମାର ରାଓ ଓ ମୌନୀ ରାଓଙ୍କ ଚର୍ଚ୍ଚିତ କମେଡି ଫିଲ୍ମ ‘ମେଡ ଇନ ଚାଇନା’ ଟ୍ରେଲର ଓ ‘ଓଢଣୀ’ ଗୀତକୁ ଦର୍ଶକଙ୍କ ଖୁବ୍ ବାଃ ବାଃ ମିଳିଥିଲା । ସବୁଥର ପରି ରାଜକୁମାର ଏଥର ମଧ୍ୟ ଏହି ଫିଲ୍ମ ଜରିଆରେ ଦର୍ଶକଙ୍କୁ ହସାଇବାକୁ ପ୍ରସ୍ତୁତ । ଇତିମଧ୍ୟରେ ଦର୍ଶଙ୍କ ଏକ୍ସାଇଟମେଣ୍ଟ ଆହୁରି ଦୁଇଗୁଣ କରିଦେଇଛନ୍ତି ଫିଲ୍ମର ରିଲିଜ ହୋଇଥିବା ରୋମାଣ୍ଟିକ ଗୀତ ‘ଭାଲମ’ ।

  • " class="align-text-top noRightClick twitterSection" data="">

ଏହି ଗୀତରେ ରାଜକୁମାର ଓ ମୌନୀଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳୁଛି । ଯେଉଁଥିରେ ପତ୍ନି-ପତ୍ନୀଙ୍କ ନିବିଡ ପ୍ରେମ ସମ୍ପର୍କକୁ ପର୍ଯ୍ୟବେଶିତ କରାଯାଇଛି । ଗୀତଟିକୁ ଲେଖିଛନ୍ତି ପ୍ରିୟା ସରୈୟା ଓ ସଚୀନ ସଙ୍ଘଭୀ ।

ଏହି ଅବସରରେ ରାଜକୁମାର କହିଥିଲେ କି ‘ମେଡ ଇନ ଚାଇନ’ ଫିଲ୍ମର ଆତ୍ମା ଭଳି ‘ଭାଲମ’ ଗୀତ । ଯେଉଁଠାରେ ରଘୁ ନିଜ ସ୍ବପ୍ନକୁ ପୁରା କରିବାରେ ବ୍ୟସ୍ତ ଅଛନ୍ତି, ସେହିଠାରେ ତାଙ୍କ ପତ୍ନୀ ରୁକମଣି ସବୁ ପରିସ୍ଥିତିରେ ତାଙ୍କ ସାଥ ଦେଉଛନ୍ତି । ଯେଉଁଥିରେ ପ୍ରେମ ଏବଂ ସଚ୍ଚୋଟ ସମ୍ପର୍କର ଅର୍ଥ ଲୁଚି ରହିଛି।

ପ୍ରକାଶ ଥାଉକି ପୂର୍ବରୁ ଫିଲ୍ମର ଦୁଇଟି ଗୀତ ‘ସନେଡୋ’ ଏବଂ ‘ଓଢଣୀ’ ଚାର୍ଟବଷ୍ଟର ସାବ୍ୟସ୍ତ ହୋଇସାରିଛି । ମିଖିଲ ମୁସେଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଅକ୍ଟୋବର 25ରେ ରିଲିଜ ହେବ ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.