ETV Bharat / sitara

ସୁଶାନ୍ତ ରହୁଥିବା ରିସର୍ଟର ଯାଞ୍ଚ କଲା ଏନସିବି, ହାତରେ ଲାଗିଛି କିଛି ତଥ୍ୟ

author img

By

Published : Oct 30, 2020, 7:29 PM IST

ଅନ୍ଧେରୀରେ ଥିବା ୱାଟର ଷ୍ଟୋର ରିସର୍ଟର ଛାନବିନ ପୁଣି କରିଛି ଏନସିବି । ଏଯାବତ ଚାଲିଛି ଏନସିବିର ଯାଞ୍ଚ । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲା ସହ ଜଡିତ ଥିବା ଡ୍ରଗ୍ସ କାରବାରର ଯାଞ୍ଚ କ୍ରମାଗତ ଭାବେ କରିଆସୁଛି ଏନସିବି । ଏବେ ଏହି କେସରେ ନୂଆ ଖବର ଶୁଣିବାକୁ ମିଳୁଛି । ଶୁକ୍ରବାର ଏନସିବିର ଏକ ଟିମ ମୁମ୍ବାଇ ସ୍ଥିତ ଅନ୍ଧେରୀରେ ଥିବା ୱାଟର ଷ୍ଟୋର ରିଜର୍ଟ ଯାଇ ଛାନବିନ କରିଛି । କାରଣ ସୁଶାନ୍ତ ୟୁରୋପ ଟ୍ରିପ ଅଧାରେ ଛାଡି ଏହି ରିସର୍ଟରେ ଆସି ରହିଥିଲେ ।

ସେହିପରି ଯାଞ୍ଚରେ 2019 ନଭେମ୍ବରରୁ ନେଇ 2020 ଜୁନ ପର୍ଯ୍ୟନ୍ତ ସବୁ ଡାଟା ଏନିସିବି ହାତରେ ବର୍ତ୍ତମାନ ଲାଗିଛି । ଏହି ଡାଟାରେ ସେହି ଲୋକଙ୍କ ସୂଚନା ଅଛି ଯିଏ ସୁଶାନ୍ତଙ୍କୁ ସାକ୍ଷାତ କରିଥିଲେ କିମ୍ବା ତାଙ୍କ ସାଥିରେ ସେଠାରେ ରହିଥିଲେ।

ଏନସିବି ସୂଚନା ଅନୁଯାୟୀ ସୁଶାନ୍ତ ରିଜର୍ଟରେ ଥିବା ସମୟରେ ଜଣେ ଫିଲ୍ମ ନିର୍ମାତା ତାଙ୍କୁ ବାରମ୍ବାର ଆସି ସାକ୍ଷାତ କରିଥିଲେ । ଯାହାଦ୍ବାରା ଏନିସିବି ଟିମକୁ ଲାଗୁଛି ହୁଏତଃ ଡ୍ରଗ୍ସ କନେକ୍ସନରେ ସେହି ନିର୍ମାତାଙ୍କ ହାତ ଥାଇପାରେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.