ETV Bharat / sitara

କୁନାଲଙ୍କ ଫଟୋ କ୍ୟାପ୍ସନରେ ଫିଦା ଫ୍ୟାନ୍ସ - କୁନାଲଙ୍କ ଫଟୋ କ୍ୟାପ୍ସନରେ ଫିଦା ଫ୍ୟାନ୍ସ

କୁନାଲ ଖେମୁ ଗୁରୁବାର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । କୁନାଲଙ୍କ ଏହି ଫଟୋ ଅପେକ୍ଷା ତାଙ୍କର ମଜାଳିଆ କ୍ୟାପସନକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ଅଧିକ ପଢନ୍ତୁ...

kunal  shares an stunning picture on social media but wins over the internet with his hilarious caption
କୁନାଲଙ୍କ ଫଟୋ କ୍ୟାପ୍ସନରେ ଫିଦା ଫ୍ୟାନ୍ସ
author img

By

Published : Oct 8, 2020, 9:37 PM IST

ନୂଆଦିଲ୍ଲୀ: ବଲିଉଡର ଦକ୍ଷ ଅଭିନେତା କୁନାଲ ଖେମୁ ଗୁରୁବାର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । କୁନାଲଙ୍କ ଏହି ଫଟୋ ଅପେକ୍ଷା ତାଙ୍କର ମଜାଳିଆ କ୍ୟାପସନକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି ।

ସେୟାର ହୋଇଥିବା ଫଟୋରେ କୁନାଲ ଏକ ବ୍ଲାକ ସାର୍ଟ ପିନ୍ଧି ଏକ ବାର୍ଥ ଟପ ଭିତରେ ହଟ ଲୁକରେ ନଜର ଆସିଛନ୍ତି । ଫଟୋର କ୍ୟାପସନ୍ ରେ କୁନାଲ ଲେଖିଛନ୍ତି, 'ଟବ୍ ଓ୍ବି ମିଟ୍' । କୁନାଲଙ୍କ ଏହି ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି ।

କୁନାଲ ଶେଷ ଥର ପାଇଁ 'ମଲଙ୍ଗ'ରେ ଦିଶା ପାଟାନି, ଅନିଲ କପୁର ଏବଂ ଆଦିତ୍ୟ ରୟ କପୁରଙ୍କ ସହ ଅଭିନୟ କରିଥିଲେ ।

ଏହା ପୂର୍ବରୁ କୁନାଲ ସୋସିଆଲ ମିଡିଆରେ ପତ୍ନୀ ସୋହା ଅଲି ଖାନ ଏବଂ ଝିଅ ଇନାୟାଙ୍କ ସହ ଏକ ଆକର୍ଷଣୀୟ ଫଟୋ ସେୟାର କରିଥିଲେ ।

ଆଗାମୀ ସମୟରେ କୁନାଲ କମେଡି ଫିଲ୍ମ 'ଗୋ ଗୋଆ ଗୋନ-2'ରେ ନଜର ଆସିବେ । ଏହି ଫିଲ୍ମ 2021 ରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.