ETV Bharat / sitara

'ଟାଇମ୍ ମେସିନ୍' ଅପେକ୍ଷାରେ କ୍ରିତି - 'ଟାଇମ୍ ମେସିନ୍' ର ଅପେକ୍ଷାରେ କ୍ରିତି

ରବିବାର କ୍ରିତି ଖରବନ୍ଦା ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରି ଏକ ମଜାଦାର କ୍ୟାପସନ୍ ଦେଇଛନ୍ତି । ଅଧିକ ପଢନ୍ତୁ...

kriti-kharbanda-hopes-for-a-time-machine
'ଟାଇମ୍ ମେସିନ୍' ର ଅପେକ୍ଷାରେ କ୍ରିତି
author img

By

Published : Jan 31, 2021, 4:00 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ଖରବନ୍ଦା ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥାନ୍ତି । ନିକଟରେ, କ୍ରିତି ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ଧଳା ରଙ୍ଗର ଟପ୍ ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ଏହି ଫଟୋର କ୍ୟାପସନରେ କ୍ରିତି ଲେଖିଛନ୍ତି, 'ମୁଁ ସୂର୍ଯ୍ୟକିରଣରେ ବସି କିଛି ଚମତ୍କାର ଘଟିବାକୁ ଅପେକ୍ଷା କରିଛି, ବୋଧହୁଏ ଟାଇମ୍ ମେସିନ୍ ଅଛି କି ? #sundayfunday #takemeback ।

ଏହି ଫଟୋ ସେୟାର ହେବା ମାତ୍ରେ 2 ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି ।

ପ୍ରକାଶ ଥାଉ ଯେ, ଆଗାମୀ ସମୟରେ କ୍ରିତି ଚଳଚ୍ଚିତ୍ର '14 ଫେରେ'ରେ ନଜର ଆସିବେ । ଦେବାଶୁଂ ସିଂଙ୍କ ନିର୍ଦ୍ଦେଶିତ ଏହି ସୋସିଆଲ୍ କମେଡି ଚଳଚ୍ଚିତ୍ରରେ ବିକ୍ରାନ୍ତ ମାସେଙ୍କ ସହ କ୍ରିତିଙ୍କୁ ଦେଖିବାକୁ ମିଳିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.