ମୁମ୍ବାଇ: କ୍ୟୁଟ ଅଭିନେତା ଲକଡାଉନ ପାଇଁ ଘରେ ସମୟ ବିତାଉଛନ୍ତି। ଏହାସହ ସେ ଦେଶବାସୀଙ୍କୁ ସଚେତନା ବାର୍ତ୍ତା ଦେବା ପାଇଁ ଅନଲାଇନ ଏକ ଚାର୍ଟ ଶୋ ‘କୋକି ପୁଛେଗା’ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଏହି ଶୋଟି ଲୋକପ୍ରିୟତା ହାସିଲ କରିବାରେ ଲାଗିଛି।
ଏହାର ତୃତୀୟ ଏପିସୋଡରେ କାର୍ତ୍ତିକ ମଧ୍ୟପ୍ରଦେଶର ପୋଲିସକର୍ମୀ ମଧୁରବିନାଙ୍କ ସହ କଥାବାର୍ତ୍ତା କରୁଥିବାର ନଜର ଆସିଛନ୍ତି। ଗତ ଏପିସୋଡରେ ସେ ଜଣେ ଡାକ୍ତରଙ୍କ ସହ କଥାବାର୍ତ୍ତା କରି କୋରୋନା ବିଷୟରେ ଅଧିକ ଫ୍ୟାନ୍ସଙ୍କୁ ଜଣାଇଥିଲେ।
ପୋଲିସ କର୍ମୀଙ୍କ ସହ ଏବେ କଥାବାର୍ତ୍ତା କରି ସେ ଜାଣିବାକୁ ଚେଷ୍ଟା କରିଛନ୍ତି ଯେ କୋବିଡ-19 ମହାମାରୀ ସମୟରେ ଘରୁ ବାହାରକୁ ଯାଇ କାମ କରୁଥିବା ପୋଲିସ କିପରି ସୁରକ୍ଷିତ ରହୁଛନ୍ତି। ଦେଖନ୍ତୁ ଭିଡିଓ...
- " class="align-text-top noRightClick twitterSection" data="">