ETV Bharat / sitara

ମାଲଦ୍ବୀପରେ ନୂଆବର୍ଷ ପାଳିବେ ଲଭ ବାର୍ଡସ୍ ସିଦ୍ଧାର୍ଥ-କିଆରା - ଲଭ୍ ବାର୍ଡସ୍ ସିଦ୍ଧାର୍ଥ-କିଆରାଙ୍କ ଫଟୋ ଭାଇରାଲ୍

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଏକାଠି ଛୁଟି କାଟିବାକୁ ଯାଉଛନ୍ତି । ଦୁହେଁ ଏକାଠି ମିଶି ମାଲଦ୍ବୀପ ଯାଉଥିବାବେଳେ ମୁମ୍ବାଇ ବିମାନବନ୍ଦରରେ ସେମାନଙ୍କୁ ସ୍ପଟ କରାଯାଇଥିଲା । ଅଧିକ ପଢନ୍ତୁ

ମାଲଦ୍ବୀପରେ ଏକାଠି ନୂଆବର୍ଷ ପାଳିବେ ଲଭ୍ ବାର୍ଡସ୍ ସିଦ୍ଧାର୍ଥ-କିଆରା, ବିମାନବନ୍ଦରରେ ଫୋଟ କଏଦ

author img

By

Published : Dec 29, 2021, 10:43 AM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଏବଂ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ହୁଏତ ସେମାନଙ୍କ ସମ୍ପର୍କ ବିଷୟରେ ଚୁପ୍ ରହିଥିବେ | କିନ୍ତୁ ଯେତେବେଳେ ପ୍ରଶଂସକ ସେମାନଙ୍କୁ ଏକାଠି ଦେଖନ୍ତି, ସେତେବେଳେ ସେମାନଙ୍କ ସମ୍ପର୍କର ଗୁଜବ ଆରମ୍ଭ ହୋଇଯାଏ | ପରସ୍ପରକୁ ଡେଟ କରୁଥିବା ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କୁ ପୁଣି ଥରେ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଛି | ଉଭୟ ନୂଆ ବର୍ଷ ପାଳନ କରିବାକୁ ଏକାଠି ଛୁଟି ଦିନରେ ବାହାରିଛନ୍ତି |

ମାଲଦ୍ବୀପରେ ଏକାଠି ନୂଆବର୍ଷ ପାଳିବେ ଲଭ୍ ବାର୍ଡସ୍ ସିଦ୍ଧାର୍ଥ-କିଆରା, ବିମାନବନ୍ଦରରେ ଫୋଟ କଏଦ
ମାଲଦ୍ବୀପରେ ଏକାଠି ନୂଆବର୍ଷ ପାଳିବେ ଲଭ୍ ବାର୍ଡସ୍ ସିଦ୍ଧାର୍ଥ-କିଆରା, ବିମାନବନ୍ଦରରେ ଫୋଟ କଏଦ

କୁହାଯାଉଛି ଯେ, କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ନୂଆ ବର୍ଷ ପାଳନ କରିବାକୁ ମାଲଦ୍ବୀପ ଯାଉଛନ୍ତି। କିଆରା ଏବଂ ସିଦ୍ଧାର୍ଥ ମୁମ୍ବାଇ ବିମାନ ବନ୍ଦରରେ ଏକାଠି ପ୍ରବେଶ କରୁଥିବା ସମୟରେ ସ୍ପଟ ହୋଇଥିଲେ। ଏହି ସମୟରେ ସେ ହାତ ହଲାଇ ଅଭିବାଦନ ଜଣାଇଥିଲେ।

ଏକାଠି ଛୁଟି ମନାଇବାକୁ ଯାଉଥିବା ସିଦ୍ଧାର୍ଥ ଏବଂ କିଆରାଙ୍କ ଫଟୋ ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭୟାନୀ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଯୋଡିକୁ ଦର୍ଶକ ଫିଲ୍ମ ଶେରଶାହରେ ଖୁବ୍ ପସନ୍ଦ କରିଥିଲେ। ଯଦିଓ ସେମାନେ ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରିନାହାଁନ୍ତି କିନ୍ତୁ ସେମାନଙ୍କ ଅଫସ୍କ୍ରିନ ରୋମାନ୍ସ ସହିତ ପ୍ରଶଂସକଙ୍କୁ ଖୁସି କରିବାରେ ଲାଗିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.