ETV Bharat / sitara

ଶାଢୀ ପିନ୍ଧି ଫ୍ୟାନ୍ସଙ୍କ ହୋସ୍ ଉଡାଇଲେ କିୟାରା

ଭାଇରାଲ ହେଲା କିୟାରାଙ୍କ ନୂଆ ପୋଷ୍ଟ । ମନୀଷ ମଲହୋତ୍ରାଙ୍କ ଆଉଟଫିଟ୍‌ରେ ଆସିଲେ ନଜର । ଅଧିକ ପଢନ୍ତୁ...

author img

By

Published : Feb 19, 2021, 2:25 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିୟାରା ଆଡଭାନୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିୟାରା ଆଡଭାନୀ

ମୁମ୍ବାଇ: ସବୁବେଳେ ଷ୍ଟାଇଲିସ୍ ଲୁକରେ ରହିବାକୁ ପସନ୍ଦ କରନ୍ତି ‘କବୀର ସିଂ’ ଫେମ କିୟାରା ଆଡଭାନୀ । ସେ ଫିଲ୍ମ ବ୍ୟତୀତ ସୋସିଆଲ ମିଡିଆରେ ମଧ୍ୟ ଫ୍ୟାନ୍ସଙ୍କୁ କୁବ୍ ମନୋରଞ୍ଜନ କରନ୍ତି । ବହୁତ କମ୍ ସମୟରେ ନିଜ ଅନ୍ଦାଜ ଦ୍ବାରା ସେ ସମସ୍ତଙ୍କ ପସନ୍ଦୀୟ ଅଭିନେତ୍ରୀ ସାଜିଛନ୍ତି । ଇତିମଧ୍ୟରେ ଫ୍ୟାନ୍ସଙ୍କୁ ଦିୱାନା କରୁଛନ୍ତି ତାଙ୍କ ଶାଢୀ ଲୁକ୍ । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିୟାରା ଆଡଭାନୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିୟାରା ଆଡଭାନୀ

ଇନଷ୍ଟାଗ୍ରାମ ଷ୍ଟୋରିରେ ସେ ନିଜର ଏକ ଶାଢୀ ଫଟୋ ପୋଷ୍ଟ କରି ସମସ୍ତଙ୍କ ହୋସ୍ ଉଡାଇ ଦେଇଛନ୍ତି । ମନୀଷ ମଲହୋତ୍ରାଙ୍କ ନୂଆ ଶାଢୀ ଡିଜାଇନରେ ଦେଖିବାକୁ ମିଳୁଛି କିୟାରାଙ୍କ ଜଲୱା ।

ଫଟୋକୁ ପୋଷ୍ଟ କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ‘ମୋ ଦ୍ବାରା ମେକଅପ୍ । ହେୟାର ଷ୍ଟାଇଲ କରିଛନ୍ତି ନିଶି ସିଂ । ଆଉ ଶାଢୀ ଡିଜାଇନ ମନୀଷ ମଲହୋତ୍ରାଙ୍କ ଦ୍ବାରା କରାଯାଇଛି ।’

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିୟାରା ଆଡଭାନୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିୟାରା ଆଡଭାନୀ

ଯଦି ତାଙ୍କ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଆଦିତ୍ୟ ସୈଲଙ୍କ ସହ ‘ଇନ୍ଦୁ କି ଜୱାନୀ’ରେ ନଜର ଆସିବେ । ସେହିପରି ଧର୍ମା ପ୍ରଡକ୍ସନରେ ନିର୍ମିତ ହେଉଥିବା ମଲ୍ଟି ଷ୍ଟାରର ଫିଲ୍ମ ‘ଜୁଗ୍ ଜୁଗ୍ ଜିୟୋ’ରେ ଦେଖାଯିବେ । ଫିଲ୍ମ ବ୍ୟତୀତ ବର୍ତ୍ତମାନ ସେ ନିଜ ଲଭ ଲାଇଫ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ । ଶୁଣିବାକୁ ମିଳୁଛି ଯେ ସେ ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଡେଟ କରୁଛନ୍ତି ବୋଲି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.