ETV Bharat / sitara

ବାଲକୋନୀର ମଜା ନେଉଛନ୍ତି ଲୋଲୋ - Karisma Kapoor takes to social media

ଆଜି ବଲିଉଡର ଡିଭା କରିସ୍ମା କପୁର ଇନଷ୍ଟାଗ୍ରାମରେ ତାଙ୍କର ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ କରିସ୍ମା କାଜୁଆଲ୍ ଡ୍ରେସ ପିନ୍ଧି ତାଙ୍କ ବାଲକୋନୀରେ ବସିଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ...

Karisma Kapoor takes to social media to share a mesmerising post
ଲକଡାଉନରେ ଫଟୋ ପୋଷ୍ଟ କରୁଛନ୍ତି ଲୋଲୋ
author img

By

Published : Jul 10, 2020, 6:47 AM IST

ନୂଆଦିଲ୍ଲୀ: ବଲିଉଡର କିଛି ସେଲିବ୍ରିଟି ଆଜିକାଲି ସୋସିଆଲ ମିଡିଆରେ ବହୁ ସମୟ ବିତାଉଛନ୍ତି । ଏହାସହ ଲକଡାଉନ ସମୟରେ କିଛି ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ପ୍ରତିଦିନ କିଛି ଥ୍ରୋବ୍ୟାକ୍ ଫଟୋ ଏବଂ ଭିଡିଓ ସେୟାର କରି ସେମାନଙ୍କ ପ୍ରଶଂସକମାନଙ୍କ ମନୋରଞ୍ଜନ କରୁଛନ୍ତି ।

ଆଜି ବଲିଉଡର ଡିଭା କରିସ୍ମା କପୁର ଇନଷ୍ଟାଗ୍ରାମରେ ତାଙ୍କର ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ କରିସ୍ମା କାଜୁଆଲ୍ ଡ୍ରେସ ପିନ୍ଧି ତାଙ୍କ ବାଲକୋନୀରେ ବସିଥିବାର ନଜର ଆସିଛନ୍ତି ।

ପୋଷ୍ଟର କ୍ୟାପସନ୍ ରେ କରିସ୍ମା ଲେଖିଛନ୍ତି, ନିଜ ଭିତରୁ ଆସୁଥିବା ଉଜ୍ଜ୍ବଳ ଆଲୋକକୁ କୌଣସି ଜିନିଷ ଅନ୍ଧକାର କରିପାରେନି। ଗତକାଲି କରିସ୍ମା ନୀତୁ କପୁରଙ୍କ ଏକ ସୁନ୍ଦର ଫଟୋ ପୋଷ୍ଟ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ।

ପ୍ରକାଶ ଥାଉ କି, ବର୍ତ୍ତମାନ କରିସ୍ମା ଚଳଚ୍ଚିତ୍ରଠାରୁ ଦୂରରେ ଅଛନ୍ତି । କିନ୍ତୁ ସେ ନିକଟରେ ଡିଜିଟାଲ୍ ପ୍ଲାଟଫର୍ମରେ ଡେବ୍ୟୁ କରିଥିଲେ ଏବଂ ତାଙ୍କର ଚମତ୍କାର ଅଭିନୟ ଦ୍ୱାରା ଦର୍ଶକମାନଙ୍କ ହୃଦୟ ଜିତିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.