ETV Bharat / sitara

ପରିବାର ସହିତ ଗଣେଶ ଚତୁର୍ଥୀ ସେଲିବ୍ରେସନର ଫଟୋ ସେୟାର କଲେ ଲୋଲୋ - ପରିବାର ସହିତ ଗଣେଶ ଚତୁର୍ଥୀ ସେଲିବ୍ରେସନର ଫଟୋ ସେୟାର କଲେ

ଆଜି କପୁର ପରିବାରର ସମସ୍ତ ସଦସ୍ୟ ଶୁଭ ଗଣେଶ ପର୍ବ ଏକାଠି ପାଳନ କରିଛନ୍ତି । ଏହି ଅବସରରେ ଅଭିନେତ୍ରୀ କରୀସ୍ମା ପୁରା ପରିବାର ସହିତ ଗଣେଶ ଚତୁର୍ଥୀ ସେଲିବ୍ରେସନ କରୁଥିବାର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

karisma kapoor shares a series of pictures from her ganapati celebrations with family
ପରିବାର ସହିତ ଗଣେଶ ଚତୁର୍ଥୀ ସେଲିବ୍ରେସନର ଫଟୋ ସେୟାର କଲେ ଲୋଲୋ
author img

By

Published : Aug 29, 2020, 7:57 PM IST

ନୂଆଦିଲ୍ଲୀ: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କପୁର ପରିବାର ଗଣପତିଙ୍କ ମୂର୍ତ୍ତୀ ନିଜ ଘରକୁ ଆଣିଥିଲେ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ ।

ଆଜି କପୁର ପରିବାରର ସମସ୍ତ ସଦସ୍ୟ ଶୁଭ ଗଣେଶ ପର୍ବ ଏକାଠି ପାଳନ କରିଛନ୍ତି ।

ଏହି ଅବସରରେ ଅଭିନେତ୍ରୀ କରୀସ୍ମା ପୁରା ପରିବାର ସହିତ ଗଣେଶ ଚତୁର୍ଥୀ ସେଲିବ୍ରେସନ କରୁଥିବାର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ କରୀନା କପୁର ଖାନ, ତୈମୁର, ରଣଧୀର କପୁର, ଆଧାର ଜୈନ, ଅରମାନ ଜୈନ, ଅନିସା ମଲହୋତ୍ରା ପରିବାରର ଅନ୍ୟମାନଙ୍କ ସହ ପୋଜ୍ କରୁଥିବା ଦେଖିବାକୁ ମିଳିଛି ।

ଏହି ଫଟୋରେ ପୂରା କପୁର ପରିବାର ପାରମ୍ପାରିକ ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି । ଏଥିସହିତ କରୀନା ତୈମୁରଙ୍କୁ ତାଙ୍କ କୋଳରେ ଧରିଥିବାର ମଧ୍ୟ ନଜର ଆସିଥିଲେ ।

ଫଟୋ ସେୟାର କରି କ୍ୟାପସନ୍ ରେ କରୀସ୍ମା ଲେଖିଛନ୍ତି, "ଗଣପତି ଦର୍ଶନ # ପାରିବାରିକ ସମୟ" ।

କିଛି ଦିନ ପୂର୍ବରୁ କରୀନା ଏବଂ ସୈଫ ସେମାନଙ୍କ ଦ୍ୱିତୀୟ ସନ୍ତାନର ମଧ୍ୟ ଘୋଷଣା କରିଥିଲେ ।

ଆଗାମୀ ସମୟରେ କରୀନା ଅଭିନେତା ଆମୀର ଖାନଙ୍କ ସହ' ଲାଲ ସିଂ ଚଡ୍ଡା'ରେ ନଜର ଆସିବେ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.