ନୂଆଦିଲ୍ଲୀ: ନିକଟରେ ମୁମ୍ବାଇରେ ବଲିଉଡର ଡିଭା କରୀନା କପୁର ଖାନ ନିଜର ରେଡିଓ ସୋ ପାଇଁ ଷ୍ଟାଇଲ ଅନ୍ଦାଜରେ ନଜର ଆସିଛନ୍ତି ।
କରୀନା ଏକ ଅରେଞ୍ଜ ଡ୍ରେସରେ ବହୁତ ସୁନ୍ଦର ଦେଖାଯାଉଥିଲେ। ଏଥିସହିତ କରୀନାଙ୍କ ବେବି ବମ୍ପ ମଧ୍ୟ ଦେଖିବାକୁ ମିଳିଥିଲା ।
ଅଭିନେତ୍ରୀ ସହରର ବାନ୍ଦ୍ରା ଅଞ୍ଚଳରେ ତାଙ୍କ ଶୋ 'ୱାଟ୍ ଓ୍ବେମେନ ଓ୍ବାଟ'ର ରେକର୍ଡିଂକୁ ଯିବା ପୂର୍ବରୁ ତାଙ୍କର ଏକ ଝଲକ ସାମ୍ମନାକୁ ଆସିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ