ETV Bharat / sitara

ଆମ୍ମା ଲୁକ ପାଇଁ କୁଇନଙ୍କ ଅତ୍ୟାଧୁନିକ କୃତ୍ରିମ ମେକଅପ

କଙ୍ଗନା ଦିବଙ୍ଗତ ରାଜନେତ୍ରୀ ଜୟଲଳିତାଙ୍କ ବାୟୋପିକ 'ଥଲାଇଭି' (Thalaivi) ପାଇଁ ନିଜକୁ ଖୁବ୍ ଜୋରସୋରରେ ପ୍ରସ୍ତୁତ କରାଉଛନ୍ତି । ଯାହାକୁ ନେଇ ତାଙ୍କର ଏକ ଫୋଟ ସେସିଆଲ ମିଡିଆରେ ଭାଇରାଲ ହେଉଛି ।

ଆମ୍ମା ଲୁକ ପାଇଁ କୁଇନଙ୍କ ଅତ୍ୟାଧୁନିକ କୃତ୍ରିମ ମେକଅପ
author img

By

Published : Sep 20, 2019, 1:28 PM IST

ମୁମ୍ବାଇ: ସେ ଫିଲ୍ମ ହେଉ ଅବା ନିଜର କଣ୍ଟ୍ରୋଭର୍ସିଆଲ ଷ୍ଟେଟମେଣ୍ଟ । ସର୍ବଦା ଚର୍ଚ୍ଚାର ରହିଥଆନ୍ତି ବି-ଟାଉନ ଅଭିନେତ୍ରୀ କଙ୍ଗନା ରାଣାୱତ । ଫିଲ୍ମରେ ନିଜର ପ୍ରତିଟି କ୍ୟାରେକ୍ଟରକୁ ସେ ଖୁବ୍ ଡେଡିକେସନର ସହ ନିଭାଇଥାଆନ୍ତି । ଯାହାର ପ୍ରମାଣ ସେ ମଣିକର୍ଣ୍ଣିକା, କୁଇନ୍ ଭଳି ଫିଲ୍ମରେ ଦେଇ ସାରିଛନ୍ତି । ଆଉ ଏବେ ସେ ନିଜର ଅପକମିଙ୍ଗ୍ ଫିଲ୍ମ 'ଥଲାଇଭି' କୁ ନେଇ ପୁଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

kangana ranaut prosthetic makeup pictures for jayalalitha biopic
ଆମ୍ମା ଲୁକ ପାଇଁ କୁଇନଙ୍କ ଅତ୍ୟାଧୁନିକ କୃତ୍ରିମ ମେକଅପ

ଏବେ କଙ୍ଗନା ଦିବଙ୍ଗତ ରାଜନେତ୍ରୀ ଜୟଲଳିତାଙ୍କ ବାୟୋପିକ 'ଥଲାଇଭି' (Thalaivi) ପାଇଁ ନିଜକୁ ଖୁବ୍ ଜୋରସୋରରେ ପ୍ରସ୍ତୁତ କରାଉଛନ୍ତି । ଯାହାକୁ ନେଇ ତାଙ୍କର ଏକ ଫୋଟ ସେସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫୋଟକୁ ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

ଏହି ଫଟୋରେ କଙ୍ଗନା ଅତ୍ୟାଧୁନିକ କୃତ୍ରିମ ମେକଅପ (ପ୍ରୋସ୍ଥେଟିକ ମେକଅପ୍) ଜରିଆରେ ଜୟଲଳିତାଙ୍କ ଗେଟ୍‌ଅପ୍‌ ନେବେ । ପ୍ରୋସ୍ଥେଟିକ ମେକଅପ୍ କରୁଥିବା ସମୟରେ ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଏହି ଲୁକ୍ ଟେଷ୍ଟ ପାଇଁ ସେ ଦୁଇ ଦିନ ପୂର୍ବରୁ ଲସ୍ ଆଞ୍ଜେଲେସ୍‌ରେ ପହଞ୍ଚିଛନ୍ତି । ତେବେ କଙ୍ଗନାଙ୍କ ଏହି ଫଟୋ ଦେଖିଲେ ହିଁ ସ୍ପଷ୍ଟ ହେଉଛି ଯେ, ସେ ଏହି ଫିଲ୍ମ ପାଇଁ ନିଜର ଶହେ ପ୍ରତିଶତ ଦେଉଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ହଲିଉଡର ମେକଅପ୍ ଆର୍ଟିଷ୍ଟ କଙ୍ଗନାଙ୍କର ଏହି ଲୁକ୍ ଟେଷ୍ଟ କରାଉଛନ୍ତି । ତେବେ ତାମିଲ, ତେଲୁଗ ଏବଂ ହିନ୍ଦୀ ଭଳି ତିନୋଟି ଭାଷାରେ ନିର୍ମାଣ ହେଉଥିବା ଏହି ଫିଲ୍ମ ପାଇଁ କଙ୍ଗନା ପ୍ରାୟ 20 କୋଟି ଟଙ୍କା ନେଇଛନ୍ତି।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.