ETV Bharat / sitara

ନିଜ କଥାରେ ଅଟଳ କୁଇନ

author img

By

Published : Sep 17, 2020, 8:46 PM IST

ନିକଟରେ ଅଭିନେତ୍ରୀ କଙ୍ଗନା ରଣାୱତ ଉର୍ମିଳା ମାତୋଣ୍ଡକରଙ୍କୁ 'ସଫ୍ଟ ପର୍ଣ୍ଣ ଷ୍ଟାର' ବୋଲି କହିଥିଲେ । ଯାହାକୁ ନେଇ ସମସ୍ତ ବଲିଉଡ ସେଲିବ୍ରିଟିମାନେ ଉର୍ମିଳାଙ୍କୁ ଟ୍ବିଟ କରି ସମର୍ଥନ କରିଥିଲେ । ଯାହାଉପରେ ଗୁରୁବାର କଙ୍ଗନା କହିଥିଲେ ଯେ, ଫେକ ଫେମିନିଷ୍ଟ ଏକ ପର୍ଣ୍ଣ ଷ୍ଟାର ହେବା ସହିତ ସମାନ କଥା । ଅଧିକ ପଢନ୍ତୁ...

Kangana defends her 'soft porn star' barb at Urmila
ନିଜ କଥାରେ ଅଟଳ କୁଇନ

ମୁମ୍ବାଇ: ନିକଟରେ ଅଭିନେତ୍ରୀ କଙ୍ଗନା ରଣାୱତ ଉର୍ମିଳା ମାତୋଣ୍ଡକରଙ୍କୁ 'ସଫ୍ଟ ପର୍ଣ୍ଣ ଷ୍ଟାର' ବୋଲି କହିଥିଲେ । ଯାହାକୁ ନେଇ ସମସ୍ତ ବଲିଉଡ ସେଲିବ୍ରିଟିମାନେ ଉର୍ମିଳାଙ୍କୁ ଟ୍ବିଟ କରି ସମର୍ଥନ କରିଥିଲେ । ଯାହାଉପରେ କଙ୍ଗନା କହିଥିଲେ ଯେ, ଫେକ ଫେମିନିଷ୍ଟ ଏକ ପର୍ଣ୍ଣ ଷ୍ଟାର ହେବା ସହିତ ସମାନ କଥା।

ଗୁରୁବାର କଙ୍ଗନା ଟ୍ବିଟ କରି କହିଛନ୍ତି ଯେ, "ଲିବରାଲ୍ ବ୍ରିଗେଡ୍ ଥରେ କହିଥିଲେ ଯେ ସନ୍ନି ଲିଓନୀଙ୍କ ଭଳି ଲୋକ ଆମର ରୋଲ ମଡେଲ ହେବା ଉଚିତ୍ ନୁହେଁ । ଏଥିସହିତ ସେ ତାଙ୍କ ବୟାନ ପାଇଁ ଜଣେ ପ୍ରଖ୍ୟାତ ଲେଖକଙ୍କୁ ଚୁପ୍ କରିଦେଇଥିଲେ । ସନ୍ନିଙ୍କୁ ଜଣେ କଳାକାର ଭାବରେ ଇଣ୍ତଷ୍ଟ୍ରିରେ ସ୍ବୀକାର କରାଯାଏ । ତେଣୁ ଫେକ ଫେମିନିଷ୍ଟ ଏକ ପର୍ଣ୍ଣ ଷ୍ଟାର ହେବା ସହ ସମାନ କଥା ।

  • Liberal brigade once virtually lynched a renowned writer in to silence for saying people like Sunny Leone should not be our role models, Sunny is accepted by the industry and entire India as an artist, suddenly fake feminists equating being a porn star to something derogatory 🙂

    — Kangana Ranaut (@KanganaTeam) September 17, 2020 " class="align-text-top noRightClick twitterSection" data=" ">

ଏକ ସାକ୍ଷାତକାରରେ ଉର୍ମିଳା ଦେଇଥିବା ବୟାନରେ କଙ୍ଗନା ପ୍ରତିକ୍ରିୟା ପ୍ରକାଶ କରିଥିଲେ, ଯେଉଁଠାରେ ବଲିଉଡର ଅଭିଯୁକ୍ତ ‘ଡ୍ରଗ୍-ମାଫିଆ’ ଅଭିଯୋଗ କରୁଥିବାବେଳେ ଶେଷରେ ତାଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ କରାଯାଇଥିଲା । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କଙ୍ଗନା କହିଛନ୍ତି ଯେ ଉର୍ମିଳା ତାଙ୍କ ସଂଘର୍ଷକୁ ନେଇ ଉପହାସ କରୁଛନ୍ତି ଏବଂ ତାଙ୍କୁ ଏକ 'ସଫ୍ଟ ପର୍ଣ୍ଣ ଷ୍ଟାର' ବୋଲି କହିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.