ETV Bharat / sitara

ଅଜଣା ରୋଗରେ ଆକ୍ରାନ୍ତ କାଜୋଲଙ୍କ ମା’ !

author img

By

Published : May 29, 2019, 3:01 PM IST

ବିଳମ୍ବିତ ରାତିରେ ମୁମ୍ବାଇର ଡାକ୍ତରଖାନା ସାମ୍ନାରେ ଅଭିନେତ୍ରୀ କାଜୋଲଙ୍କୁ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ମା’ ତନୁଜା ମୁଖାର୍ଜି କୌଣସି ଅଜଣା ରୋଗରେ ପୀଡିତ ଅଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/Viral Bhayani

ହାଇଦ୍ରାବାଦ: ଅଜୟ ଦେବଗନଙ୍କ ପିତା ତଥା କାଜୋଲଙ୍କ ଶ୍ଶୁବର ଭିରୁ ଦେବଗନଙ୍କ ମୃତ୍ୟୁ ପରେ ଏବେ କାଜୋଲଙ୍କ ମା ଅଜଣା ରୋଗରେ ପୀଡିତ ।

tanuja mukharji
ଫଟୋ ସୌଜନ୍ୟ: ସୋସିଆଲମିଡିଆ

ରିପୋର୍ଟ ମୁତାବକ ଗତକାଲି ବିଳମ୍ବିତ ରାତିରେ କାଜୋଲ ମା ତନୁଜା ମୁଖାର୍ଜିଙ୍କୁ ଦେଖାକରିବାକୁ ଡାକ୍ତରଖାନା ଯାଇଥିଲେ । ପୂର୍ବରୁ ତନୁଜାଙ୍କ ପିଠି ଯନ୍ତ୍ରଣା କାରଣରୁ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ ଏନେଇ କୈଣସି ସଠିକ ଖବର ମିଳିପାରିନାହିଁ ।

ଦୁଇଦିନ ତଳେ ଅଜୟଙ୍କ ପିତା ତଥା ବଲିଉଡର ଆକ୍ସନ ମାଷ୍ଚର ଭିରୁ ଦେବଗନଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ଦେହାନ୍ତରେ ପୁରା ବଲିଉଡ ଭାଙ୍ଗି ପଡିଥିଲା । ବଲିଉଡର ଅନେକ ସିତାରା ଭିରୁଙ୍କ ଶେଷ ଦର୍ଶନ କରିବା ପାଇଁ ଅଜୟଙ୍କ ଘରେ ପହଞ୍ଚିଥିଲେ ।

Intro:Body:

ryu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.