ETV Bharat / sitara

ମହିଳା ସମାନତା ଦିବସରେ ବାର୍ତ୍ତା ସେୟାର କଲେ କାଜୋଲ - ମହିଳା ସମାନତା ଦିବସରେ ବାର୍ତ୍ତା ସେୟାର କଲେ

ମହିଳା ସମାନତା ଦିବସରେ କାଜୋଲ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

Kajol shares a message on Women's Equality Day
ମହିଳା ସମାନତା ଦିବସରେ ବାର୍ତ୍ତା ସେୟାର କଲେ କାଜୋଲ
author img

By

Published : Aug 26, 2020, 10:54 PM IST

ମୁମ୍ବାଇ: ବୁଧବାର ମହିଳା ସମାନତା ଦିବସ ଅବସରରେ ଅଭିନେତ୍ରୀ କାଜୋଲ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି । କାଜୋଲ କହିଛନ୍ତି ଯେ, ଲୋକ ପୁଅ ଏବଂ ଝିଅଙ୍କୁ ସମାନ ସୁଯୋଗ ଦେବା ଉଚିତ ।

କାଜୋଲ ସ୍ୱାମୀ ତଥା ଅଭିନେତା ଅଜୟ ଦେବଗନଙ୍କ ସହିତ ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

ଫଟୋର କ୍ୟାପସନରେ କାଜୋଲ ଲେଖିଛନ୍ତି, ସମସ୍ତ ପୁଅ ଏବଂ ଝିଅଙ୍କୁ ସମାନ ଭାବରେ ସୁଯୋଗ ଦେବା ଉଚିତ । ଲିଙ୍ଗଗତ ଭେଦଭାବ ରହିବା ଉଚିତ୍ ନୁହେଁ ।

କାଜୋଲ ଏହି ପୋଷ୍ଟକୁ ଜେଣ୍ତର ଇକ୍ୟୁଆଲିଟି ଏବଂ ସୁପରହ୍ୟୁମୟାନ ସହିତ ଟ୍ୟାଗ୍ କରିଛନ୍ତି ।

କାଜୋଲଙ୍କ ପୋଷ୍ଟରେ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି, ଭଲ କହିଛନ୍ତି ।

ଅନ୍ୟ ଜଣେ ଲେଖିଛନ୍ତି, ଠିକ୍ । ଲିଙ୍ଗଗତ ଭେଦଭାବ ରହିବା ଉଚିତ୍ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.