ନୂଆଦିଲ୍ଲୀ: ଅଭିନେତ୍ରୀ କାଜଲ ଅଗ୍ରୱାଲ ଏବଂ ତାଙ୍କ ସ୍ବାମୀ ଗୌତମ କିଚଲୁ ବର୍ତ୍ତମାନ ମାଳଦ୍ବୀପରେ ହନିମୁନ୍ ସେଲିବ୍ରେଟ କରୁଛନ୍ତି ।
- " class="align-text-top noRightClick twitterSection" data="
">
- " class="align-text-top noRightClick twitterSection" data="
">
ଏବେ କାଜଲ ତାଙ୍କ ଜୀବନର ସବୁଠାରୁ ଖୁସି ଏବଂ ସୁନ୍ଦର ପର୍ଯ୍ୟାୟ ଉପଭୋଗ କରୁଛନ୍ତି । ବିବାହ ପରେ ଦମ୍ପତି ମାଳଦ୍ବୀପରେ ପରସ୍ପର ସହିତ ଗୁଣାତ୍ମକ ସମୟ ବିତାଉଛନ୍ତି ।
- " class="align-text-top noRightClick twitterSection" data="
">
କାଜଲ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ହନିମୁନ୍ ଫଟୋ ସେୟାର କରୁଛନ୍ତି । ସେ ଏହି ଛୁଟିକୁ ବହୁତ ଉପଭୋଗ କରୁଛନ୍ତି ।
- " class="align-text-top noRightClick twitterSection" data="
">
ଗୌତମଙ୍କ ସହ କାଜଲ ଅନେକ ଫଟୋ ସେୟାର କରିଛନ୍ତି । ଉଭୟଙ୍କ ରୋମାଣ୍ଟିକ ଫଟୋ ବହୁତ ଭାଇରାଲ ହେବାରେ ମଧ୍ୟ ଲାଗିଛି ।
ନିକଟରେ, କାଜଲ ଅଣ୍ଡରସୀ ରେସ୍ତୋରାଁ ଫଟୋ ସେୟାର କରିଛନ୍ତି । ଯେଉଁଠାରେ କାଜଲ ମାଛକୁ ଦେଖୁଥିବାର ନଜର ଆସିଛନ୍ତି । ଦମ୍ପତି ଏଠାରେ ବହୁ ଫଟୋ ପୋଜ୍ ମଧ୍ୟ ଦେଇଛନ୍ତି ।
ଏହି ଫଟୋ ସେୟାର କରିବାବେଳେ କାଜଲ କ୍ୟାପସନରେ ଲେଖିଛନ୍ତି, ମୁଁ ମାଛ ଦେଖୁଛି ନା ଏହି ମାଛମାନେ ମୋତେ ଦେଖୁଛନ୍ତି?
- " class="align-text-top noRightClick twitterSection" data="
">
ଫଟୋରେ କାଜଲ ଏକ ଷ୍ଟାଇଲିସ୍ ନୀଳ ରଙ୍ଗର ଗାଉନରେ ବହୁ ସୁନ୍ଦର ଦେଖାଯାଉଛନ୍ତି ।
କାଜଲ ଏବଂ ଗୌତମଙ୍କ ଏହି ଫଟୋକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି ।
ଏହାପୂର୍ବରୁ କାଜଲ ମାଳଦ୍ବୀପରୁ ତାଙ୍କର ଅନେକ ଫଟୋ ସେୟାର କରି କରିଥିଲେ ।
ପ୍ରକାଶ ଥାଉ ଯେ, ଅକ୍ଟୋବର 30 ରେ କାଜଲ ଗୌତମ ଙ୍କୁ ବିବାହ କରିଥିଲେ। ସେମାନେ ମୁମ୍ବାଇର ଏକ ହୋଟେଲରେ ବିବାହ କରିଥିଲେ ।