ETV Bharat / sitara

ମୋଦିଙ୍କ ପ୍ରଶଂସାରେ ଜାଭେଦ, ଦେଶବାସୀଙ୍କୁ କଲେ ଅପିଲ - ଜାଭେଦ ଅଖତରଙ୍କ ନୂଆ ଟ୍ବିଟ

ସବୁବେଳେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ଆସୁଥିବା ଜାଭେଦ ଅଖତର ପିଏମ ମୋଦିଙ୍କ ପ୍ରଶଂସା କରିବାରେ ବର୍ତ୍ତମାନ ଥକୁ ନାହାଁନ୍ତି । ଅଧିକ ପଢ଼ନ୍ତୁ...

javed akhtar
ଡିଜାଇନ ଫଟୋ
author img

By

Published : Apr 20, 2020, 9:08 PM IST

ମୁମ୍ବାଇ: ଦେଶର କିଛି ରାଜ୍ୟକୁ ଲକଡାଉନରୁ ଆଶ୍ବସ୍ତି ମିଳିଛି । କୋରୋନା ଭାଇରସ ପାଇଁ ଠପ ପଡିଥିବା ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଆଉ ରାଜ୍ୟରେ ସୀମିତ ଜିନିଷରେ ଆଶ୍ବସ୍ତି ମିଳିଛି । ସେପଟେ ଦେଶରେ ଲୋକଙ୍କ ମଧ୍ୟରେ କୋରୋନା ଭାଇରସକୁ ନେଇ ଡର ଦେଖିବାକୁ ମିଳୁଛି । ପରସ୍ପରଠାରୁ ଦୂରେଇ ରହୁଛନ୍ତି ଜନସାଧାରଣ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଜାଭେଦ ଅଖତର

ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶବାସୀଙ୍କୁ ଖାସ ବାର୍ତ୍ତା ଦେଇଥିଲେ। ଯାହାର ପ୍ରଶଂସା କରିଛନ୍ତି ବିଶିଷ୍ଟ ସଙ୍ଗୀତକାର ଜାଭେଦ ଅଖତର ।

ମୋଦି ଟ୍ବିଟ ଜରିଆରେ ଜନତାଙ୍କୁ ବାର୍ତ୍ତା ଦେଇ ଲେଖିଥିଲେ, ‘କୋଭିଡ-19 ଜାତି, ଧର୍ମ, ରଙ୍ଗ, ଭାଷା କିମ୍ବା ସୀମା ଦେଖି ଆକ୍ରମଣ କରୁନାହିଁ । ଆମକୁ ଏକଜୁଟ ହୋଇ ଭାଇଚାରା ସହ କାମ କରିବାକୁ ପଡିବ। ଏହା ବିରୋଧରେ ଆମେ ଏକଜୁଟ ହେବା ଦରକାର।’

ତାଙ୍କ ଏହି ଟ୍ବିଟର ପ୍ରଶଂସା କରି ଜାଭେଦ ଏକ ଖବରକାଗଜର ପ୍ରକାଶିତ ହୋଇଥିବା ଖବରକୁ ସେୟାର କରି ମୋଦିଙ୍କ ଅପିଲକୁ ଦେଶବାସୀଙ୍କୁ ପାଳନ କରିବାକୁ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.