ETV Bharat / sitara

ଫିଟନେସ୍ ଟ୍ରେନରଙ୍କ ସହ ଜାହ୍ନବୀ ହଟ୍ ଫଟୋ ଭାଇରାଲ

ଫିଟନେସ୍ ଟ୍ରେନରଙ୍କ ସମୟ କାଟୁଛନ୍ତି ଜାହ୍ନବୀ । ଫଟୋ ସେୟାର କରି ଫ୍ୟାନ୍ସଙ୍କ ମଧ୍ୟ କରୁଛନ୍ତି ମନୋରଞ୍ଜନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର
author img

By

Published : Apr 19, 2021, 1:48 PM IST

ମୁମ୍ବାଇ: ‘ଧଡକ’ ଫେମ ଜାହ୍ନବୀ କପୁର ଏହି ସମୟରେ ନିଜର କିଛି ବନ୍ଧୁଙ୍କ ସହ ସମୟ ବିତାଉଥିବାର ନଜର ଆସୁଛନ୍ତି । ଯେଉଁଥିରେ ତାଙ୍କ ଫିଟନେସ ଟ୍ରେନର ନମ୍ରତା ପୁରୋହିତ ମଧ୍ୟ ସାମିଲ ଅଛନ୍ତି । ଯାହାଙ୍କ ସହ ଜାହ୍ନବୀ କିଛି ଫଟୋ ସେୟାର କରି ଚର୍ଚ୍ଚାରେ । ବର୍ତ୍ତମାନ ଭାଇରାଲ ହେଉଛି ତାଙ୍କ ଏହି ଫଟୋ ।

ସେ ନିଜ ସେଲିବ୍ରିଟି ଟ୍ରେନରଙ୍କ ସହ ଶାନଦାର ପୋଜ ଦେଇ ଫଟୋ କ୍ଲିକ୍ କରିଛନ୍ତି । ଏହି ଫଟୋରେ ଦୁଇଜଣ ହ୍ବାଇଟ କ୍ରପ୍ ଟପ ଓ ଡେନିମ ସର୍ଟ୍ସରେ ନଜର ଆସୁଛନ୍ତି । ଦୁଇଜଣ ପ୍ରଥମଥର ଏକାଠି କ୍ୟାମେରାରେ ପୋଜ ଦେଇଛନ୍ତି । ଦେଖନ୍ତୁ ଫଟୋ...

ଯଦି ଜାହ୍ନବୀଙ୍କ ଫିଲ୍ମ ବିଷୟରେ କଥା ହେବା ତାହାଲେ ନିକଟରେ ରିଲିଜ ହୋଇଥିବା ହରର କମେଡି ଡ୍ରାମା ଫିଲ୍ମ ‘ରୁହି’ରେ ନଜର ଆସୁଥିଲେ । ଏହି ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । ସେହିପରି ସେ କରନ ଜୋହରଙ୍କ ଆଗାମୀ ଫିଲ୍ମ ‘ଦୋସ୍ତାନା 2’ରେ ମଧ୍ୟ ନଜର ଆସିବେ । ନିକଟରେ ଏହି ଫିଲ୍ମରୁ କାର୍ତ୍ତିକ ଆର୍ୟନଙ୍କୁ ଆଉଟ୍ କରିଦେଇଥିଲେ କରନ । ଏବେ ମୁଖ୍ୟ ଅଭିନେତା ରୂପେ କିଏ ଫିଲ୍ମରେ ନଜର ଆସିବେ ତାନେଇ ଏଯାବତ ଖୁଲାସା କରିନାହାଁନ୍ତି ମେକର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.