ETV Bharat / sitara

ମା'ଙ୍କୁ ମନେପକାଇ କାନ୍ଦିଲେ ଜାହ୍ନବୀ - sridevi

ମାତା-ପିତାଙ୍କ ବିବାହ ବାର୍ଷିକିରେ ସୋସିଆଲ ମିଡିଆରେ ଫଟୋ ସେୟାର କରି ମା' ଶ୍ରୀଦେବୀଙ୍କୁ ମନେ ପକାଇଛନ୍ତି ଜାହ୍ନବୀ କପୁର । ଗତ ରବିବାର ବୋନି ଓ ଶ୍ରୀଦେବୀଙ୍କ ବିବାହ ବାର୍ଷିକି ଥିଲା । ଯାହାକୁ ନେଇ ବହୁତ ଦୁଃଖି ହୋଇ ଯାଇଥିଲେ ଜାହ୍ନବୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଜାହ୍ନବୀ କପୁର
author img

By

Published : Jun 3, 2019, 10:54 PM IST

ମୁମ୍ବାଇ: 'ଧଡକ' ଅଭିନେତ୍ରୀ ଜାହ୍ନବୀ କପୁର ସବୁବେଳେ ସୋସିଆଲ ମିଡିଆରେ ନିଜ ଫଟୋ ଏବଂ ଲୁକ୍ସକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ସେ ପ୍ରାୟତଃ ନିଜ ପରିବାର ସହ ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରୁଥିବାର ନଜର ଆସିଥାଆନ୍ତି । ଇତିମଧ୍ୟରେ ଜାହ୍ନବୀ ନିଜ ମା' ଅର୍ଥାତ୍ ବିଶିଷ୍ଟ ଅଭିନେତ୍ରୀ ଶ୍ରୀଦେବୀ ଏବଂ ପିତା ବୋନି କପୁରଙ୍କ ଥ୍ରୋ ବ୍ୟାକ୍ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଫଟୋଟିକୁ ସେୟାର କରି ଜାହ୍ନବୀ କ୍ୟାପସନରେ ଲେଖିଛନ୍ତି, "ଆଇ ମିସ ୟୁ ମମ ।" ଜଣାଇ ଦେଉଛୁ ଯେ ଗତକାଲି ଶ୍ରୀଦେବୀ ଓ ବୋନିଙ୍କ ବିବାହ ବାର୍ଷିକି ଥିଲା । ଏମିତିରେ ମା'ଙ୍କୁ ମନେପକାଇ ଜାହ୍ନବୀ ଖୁବ୍ ଇମୋଶନାଲ ହୋଇଯାଇଥିଲେ । ତେଣୁ ସେ ଇନଷ୍ଟାଗ୍ରାମରେ ଫଟୋ ସେୟାର ମା'ଙ୍କୁ ବହୁତ ମିସ କରୁଛନ୍ତି ବୋଲି ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

ପ୍ରକାଶ ଥାଉକି ଶ୍ରୀଦେବୀ ଓ ବୋନି 1996 ଜୁନ 2ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଅନ୍ୟପଟେ ଶ୍ରୀଦେବୀଙ୍କ ମୃତ୍ୟୁ ଗତ ବର୍ଷ ଫେବୃଆରୀ 24ରେ ଦୁବାଇରେ ଘଟିଥିଲା ।

Slug: ମାଓବାଦୀଙ୍କ ବନ୍ଧ ଡ଼ାକରା ସତ୍ୱେ ଶାନ୍ତି ଶୃଙ୍ଖଳାରେ ସରିଲା ରାୟଗଡ଼ା ଜିଲ୍ଲାରେ ନିର୍ବାଚନ , ୭୫.୨୬ % ମତଦାନ ସହ ଇଭିଏମରେ ସିଲ ର୍ପାର୍ଥୀଙ୍କ ଭାଗ୍ୟ  ।
 Format: AVO + BYTE
Reporter:Ranjan Rath
Place: RAYAGADA
Date:12.4.2019
Anchor-  ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ସରି ଏବେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି  ।  ତେବେ ମାଓବାଦୀଙ୍କ ନିର୍ବାଚନକୁ ବିରୋଧ ସତ୍ୱେ ଭୋଟରଙ୍କ ଉପରେ କୈ ଣସି ପ୍ରଭାବ ପଡ଼ିନାହିଁ  । ସମ୍ବେଦନ ଶିଳ ପ୍ରତ୍ୟେକ ବୁଥରେ ସୁରକ୍ଷା ବାହିନିଙ୍କୁ ନିଯୋଜିତ କରାଯାଇଥିଲା  । ଜିଲ୍ଲାର ରାୟଗଡ଼ା ବିଧାନସଭା ଆସନ ପାଇଁ ହୋଇଥିବା ଭୋଟ ଗ୍ରହଣର ଇଭିଏମ ଏବଂ ଭିଭିପାଟ ମେସିନକୁ ଜିଲ୍ଲାସଦର ମହକୁମାରେ ଥିବା ଜିସିଡ଼ି ହାଇସ୍କୁଲର ଷ୍ଟ୍ରଙ୍ଗରୁମରେ ରଖାଯାଇଥିବା ବେଳେ ବିଷମକଟକ ଏବଂ ଗୁଣପୁର ନିର୍ବାଚନ ମଣ୍ଡଳିର ଭୋଟ ଗ୍ରହଣ ହୋଇଥିବା  ଇଭିଏମ ଏବଂ ଭିଭିପାଟ ମେସିନକୁ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି । ଏଥି ପାଇର୍ ଦୁଇ  ସ୍ତରିୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  । ବାହାର ସୁରକ୍ଷା ଦାୟୀତ୍ୱରେ ଓଡ଼ିଶା ପୁଲିସ ରହିଥିବା ବେଳେ ଭିତର ସୁରକ୍ଷା ଦାୟୀତ୍ୱରେ କେନ୍ଦ୍ରିୟ ସୁରକ୍ଷା ଏଜେସି ଦାୟୀତ୍ୱରେ ରହିଛି । ତେବେ ୨୦୧୪ ନିର୍ବାଚନରେ ଜିଲ୍ଲାରେ ୭୯% ମତଦାନ ହୋଇଥିବା ବେଲେ ଚଳିତ ନିର୍ବାଚନରେ ୭୫.୨୯ % ଭୋଟର ସେମାନଙ୍କ ମତ ସାବ୍ୟସ୍ଥ କରିଛନ୍ତି  ।  ଏଥର ଗୁଣପୁର ବିଧାନ ସଭା ଆସନରେ ୨୧୦୪୨୭ ଭୋଟରଙ୍କ ମଧ୍ୟରୁ ୧୪୯୫୫୩ ,ଅର୍ଥାତ ୭୧.୭ ପ୍ରତିଶତ , ବିଷମକଟକ ବିଧାନସଭା ଆସନରେ ମୋଟ ୨୧୯୬୦୪ ଭୋଟରଙ୍କ ମଧ୍ୟରୁ ୧୭୩୭୩୬ ଅର୍ଥାତ ୭୮.୧୧ ଏବହ ରାୟଗଡ଼ା ବିଧାନସଭା ଆସନରେ ୨୩୭୨୦୭ ଭୋଟରଙ୍କ ମଧ୍ୟରୁ ୧୭୯୦୪୨ ଭୋଟର ଅର୍ଥାତ ୭୫.୪୮ ପ୍ରତିଶତ ଭୋଟ ଦେଇଛନ୍ତି  । ସମଗ୍ୟ ଜିଲ୍ଲାରେ ୬୬୭୨୩୮ ଜଣ ଭୋଟରଙ୍କ ମଧ୍ୟରୁ ୫୦୨୩୩୧ ଜଣ ଅର୍ଥାତ ୭୫.୨୯ ପ୍ରତିଶତ ଭୋଟର ସେମାନଙ୍କ ମତ  ସାବ୍ୟସ୍ଥ କରିଛନ୍ତି ।   

BYTE - ପ୍ରତାପ ଚନ୍ଦ୍ର ବେହେରା ( ରିଟର୍ଣ୍ଣଂ ଅଫିସର ତଥା ଉପଜିଲ୍ଲାପାଳ, ରାୟଗଡ଼)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.