ETV Bharat / sitara

ବିଜୟ ଦେବରକୋଣ୍ଡାଙ୍କ ସହ ରୋମାନ୍ସ କରିବେ ଶ୍ରୀଦେବୀ ତନୟା !

ସାଉଥ ଇଣ୍ଡଷ୍ଟ୍ରିରେ ପାଦ ଦେଇପାରନ୍ତି ଶ୍ରୀଦେବୀ କନ୍ୟା ଜାହ୍ନବୀ । ବିଜୟ ଦେବରକୋଣ୍ଡାଙ୍କ ସହ ରୋମାନ୍ସ କରିପାରନ୍ତି ଜାହ୍ନବୀ ।

author img

By

Published : Aug 18, 2019, 12:41 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ବିନା ବଲିଉଡ ଏଣ୍ଟ୍ରିରେ ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ପପୁଲାର ମୁହଁ ମଧ୍ୟରୁ ଜଣେ । ଫିଲ୍ମ ଅର୍ଜୁନ ରେଡ୍ଡି ପାଇଁ ଅନେକ ସଫଳତା ସାଉଁଟି ଥିଲେ । ବର୍ତ୍ତମାନ ଡିଅର କମୋରେଡ ପାଇଁ ଚର୍ଚ୍ଚାରେ ବିଜୟ । ଖୁବ ଶୀଘ୍ର ଏହି ଫିଲ୍ମର ହିନ୍ଦି ରିମେକ କରିବେ କରନ ଜୋହର ।

ଫିଲ୍ମଟି ଜାହ୍ନବୀ ଓ ଇଶାନ ଖାତରକୁ ନେଇ ନିର୍ମାଣ କରାଯିବ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ବର୍ତ୍ତମାନ ଆଉ ଏକ ଖବର ଶୁଣିବାକୁ ମିଳୁଛି । ‘ଆଇସ୍ମାର୍ଟ ଶଙ୍କର’ର ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ବିଜୟ ଦେବରକୋଣ୍ଡାକୁ ନେଇ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ଓ ଏଥିରେ ଜାହ୍ନବୀ ମଧ୍ୟ ନଜର ଆସିବେ ବୋଲି ଖବର ମିଳିଛି ।

ତେବେ ଏନେଇ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ । ପୂର୍ବରୁ ମଧ୍ୟ ଜାହ୍ନବୀଙ୍କ ସାଉଥ ଏଣ୍ଟ୍ରିକୁ ନେଇ ଅନେକ ଚର୍ଚ୍ଚା ହୋଇଛି । ଥାଲା ଅଜିଥଙ୍କ ସହAK60ରେ ଅଭିନୟକୁ ନେଇ ମଧ୍ୟ ସୂଚନା ମିଳିଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.