ETV Bharat / sitara

ଇଦରେ ରିଲିଜ ହେବନି ଇନଶାଆଲ୍ଲା !

11 ବର୍ଷ ପରେ ସଲମାନ ଓ ଭଂସାଲୀଙ୍କ ଯୋଡି ଦେଖିବାକ ମିଳିବ । ଏଥିପାଇଁ ଫ୍ୟାନ୍ସ ଉତ୍ସାହିତ ଥିବା ବେଳେ ପ୍ରୋଜେକ୍ଟରେ ଲାଗିଛି ବ୍ରେକ ।

author img

By

Published : Aug 26, 2019, 11:15 AM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ଅଭିନେତା ସଲମାନ ଖାନ ଓ ସଞ୍ଜୟ ଲୀଲା ଭଂସାଲୀଙ୍କ ଯୋଡି ପୁଣି ପରଦାରେ ଦେଖିବାକୁ ମିଳିବ । ଫିଲ୍ମ ଇନଶାଲ୍ହା ଜରିଆରେ ପୁଣି 11 ବର୍ଷ ପରେ ସଞ୍ଜୟ ଲୀଲା ଭଂସାଲିଙ୍କ ସହ କାମ କରିବେ ସଲମାନ । ଏଥିପାଇଁ ବେଶ ଉତ୍ସାହିତ ଫ୍ୟାନ୍ସ କିନ୍ତୁ ଫ୍ୟାନ୍ସ ଉତ୍ସାହରେ ବ୍ରେକ ଲଗାଇଛନ୍ତି ସଲମାନ । ଇନଶାଲ୍ହାର ସୁଟିଂ ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଥିବା ବେଳେ ଏବେ ଏହାକୁ ଘୁଞ୍ଚାଇ ଦିଆଯାଇଛି ।

insalaha
ଫଟୋ ସୌଜନ୍ୟ: ଟ୍ବିଟର

ଟ୍ବିଟ କରି ସୂଚନା ଦେଇଛନ୍ତି ସଲମାନ । 1999 ମସିହାରେ ‘ହମ ଦିଲ ଦେ ଚୁକେ ସନମ୍’ରେ ଶେଷ ଥର ଭଂସାଲିଙ୍କ ସହ କାମ କରିଥିଲେ ସଲମାନ । ତେବେ ତାରିଖ ଘୁଞ୍ଚିବାର କାରଣ ବିଷୟରେ ଜଣାଇନାହାଁନ୍ତି ଭାଇଜାନ ।

ଫିଲ୍ମରେ ସଲମାନଙ୍କ ସହ ଆଲିଆ ଭଟ୍ଟ ନଜର ଆସିବେ । ତେବେ ସଲମାନ ବର୍ତ୍ତମାନ ଦବଙ୍ଗ-3ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଦବଙ୍ଗ-3କୁ ଚଳିତ ବର୍ଷ ଡିସେମ୍ବର 20ରେ ରିଲିଜ କରାଯିବ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.