ETV Bharat / sitara

ଗୁଗଲ ସର୍ଚ୍ଚରେ ସନ୍ନିଙ୍କୁ ଅଧିକ ଖୋଜୁଛନ୍ତି ଭାରତୀୟ

ଜାରି ହେଲା ଗୁଗଲ ସର୍ଚ୍ଚିଂ ତାଲିକା । ଏଥର ମଧ୍ୟ ସମସ୍ତଙ୍କୁ ପଛରେ ପକାଇ ଶୀର୍ଷରେ ଗୁଗଲ ସର୍ଚ୍ଚ ସୂଚୀରେ ରହିଛନ୍ତି ସନ୍ନି ଲିଓନୀ।

author img

By

Published : Aug 13, 2019, 3:46 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଲିଓନୀ

ମୁମ୍ବାଇ: ଭାରତରେ ଗୁଗଲ ସର୍ଚ୍ଚରେ ଚଳିତ ବର୍ଷ ଅଗଷ୍ଟ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଖୋଜା ଯାଇଥିବା ସେଲିବ୍ରିଟିଙ୍କ ସୂଚୀ ସାମ୍ନାକୁ ଆସିଯାଇଛି । ଆଉ ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁପରଷ୍ଟାର ସଲମାନ ଖାନ ଓ ଶାହରୁଖ ଖାନଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନୀ ।

ଗୁଗଲ ଟ୍ରେଣ୍ଡସ ଆନାଲିଟିକ୍ସ ଅନୁଯାୟୀ ସନ୍ନିଙ୍କ ଭିଡିଓକୁ ଅଧିକ ଗୁଗଲରେ ସର୍ଚ୍ଚ କରାଯାଇଛି । ଏହା ବ୍ୟତୀତ ତାଙ୍କ ବାୟୋପିକ ‘କରଣଜିତ କୌର: ଦ ଅନଟୋଲ୍ଡ ଷ୍ଟୋରୀ ଅଫ ସନ୍ନି ଲିଓନୀ’ ଦେଖିବା ପାଇଁ ଦର୍ଶକ ଗୁଗଲରେ ସର୍ଚ୍ଚ କରିଛନ୍ତି ।

ସବୁଠାରୁ ମଜାଦାର କଥା ହେଲା କି ଭାରତରେ ଅଧିକାଂଶ ଦର୍ଶକ ସନ୍ନିଙ୍କୁ ଗୁଗଲରେ ସର୍ଚ୍ଚ କରୁଛନ୍ତି । ଆଉ ଅଧିକା ସଂଖ୍ୟାରେ ଉତ୍ତର ପୂର୍ବ ରାଜ୍ୟ ମଣିପୁର ଏବଂ ଆସାମବାସୀ ହିଁ ସନ୍ନିଙ୍କୁ ଗୁଗଲରେ ସର୍ଚ୍ଚ କରିଛନ୍ତି ।

ଶୀର୍ଷ ସ୍ଥାନରେ ରହିବାରୁ ନିଜ ପ୍ରତିକ୍ରିୟା ଦେଇ ସନ୍ନି କହିଛନ୍ତି କି ତାଙ୍କ ଟିମ ତାଙ୍କୁ ଏହି ବିଷୟରେ ସୂଚନା ଦେଇଥିଲେ । ଏହାର ଶ୍ରେୟ ଫ୍ୟାନ୍ସଙ୍କୁ ଦେବାକୁ ଚାହୁଁଛି । ଯିଏ ସବୁବେଳେ ତାଙ୍କ ପାଇଁ ଠିଆ ହୋଇଛନ୍ତି । ଏହା ଶାନଦାର ଭାବନା । ପ୍ରକାଶ ଥାଉ କି ଗତ ବର୍ଷ ମଧ୍ୟ ସନ୍ନି ଗୁଗଲ ସର୍ଚ୍ଚରେ ପ୍ରଥମ ସ୍ଥାନ ହାସଲ କରିଥିଲେ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.