ETV Bharat / sitara

ନଦୀକୂଳରେ ଇଲିଆନାଙ୍କ ବୋଲ୍ଡ ଅନ୍ଦାଜ - ବୋଲ୍ଡ ଫଟୋ ସେୟାର କଲେ

ସୋସିଆଲ ମିଡିଆରେ ଭାଇରାଲ ହେଲା ଇଲିୟାନାଙ୍କ ବୋଲ୍ଡ ଫଟୋ । ପୂର୍ବରୁ ମଧ୍ୟ ସେୟାର କରିଛନ୍ତି ନିଜର ଅନେକ ଫଟୋ । ଅଧିକ ପଢନ୍ତୁ...

ileana dcruzs stunning selfies are sure to brighten up your day view posts
ବୋଲ୍ଡ ଫଟୋ ସେୟାର କଲେ ଇଲିଆନା
author img

By

Published : Jul 17, 2020, 10:35 PM IST

ନୂଆଦିଲ୍ଲୀ: ସେକ୍ସୀ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । ଲକଡାଉନରେ ସେ ତାଙ୍କ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ସର୍ବଦା ନିଜର ବୋଲ୍ଡ ଫଟୋ, ୱାର୍କଆଉଟ ଭିଡିଓ ପ୍ରାୟତଃ ସେୟାର କରିଥାନ୍ତି । ଇତିମଧ୍ୟରେ ସେ ନିଜର ଏକ ବୋଲ୍ଡ ଫଟୋ ପୋଷ୍ଟକୁ ନେଇ ଚର୍ଚ୍ଚାରେ ।

ବର୍ତ୍ତମାନ ଇଲିଆନା ଇନଷ୍ଟାଗ୍ରାମରେ ତାଙ୍କର ଏକ ବୋଲ୍ଡ ଫଟୋ ସେୟାର କରିଛନ୍ତି । ଇଲିଆନାଙ୍କ ଏହି ଫଟୋ ଭାଇରାଲ ହେବାରେ ଲାଗିଛି ।

ଏହା ପୂର୍ବରୁ ଇଲିଆନା ଇନଷ୍ଟାଗ୍ରାମରେ ତାଙ୍କର ଏକ ପୁରୁଣା ସନ-କିସଡ୍ ଫଟୋ ସେୟାର କରିଥିଲେ । ଫଟୋରେ ଇଲିଆନା ଏକ ନଦୀ କୂଳରେ ଶୋଇ ସୂର୍ଯ୍ୟଙ୍କ କିରଣକୁ ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା ।

ଫଟୋର କ୍ୟାପସନରେ ଇଲିଆନା ଲେଖିଛନ୍ତି, ମନେପଡୁଛି ଏହି ଦିନ ।

ଲକଡାଉନରେ 'ରୁସ୍ତମ୍' ଅଭିନେତ୍ରୀ ଘରେ ରହି ନିଜ ଫିଟନେସ୍ ଉପରେ ଧ୍ୟାନ ଦେଉଛନ୍ତି । ନିକଟରେ ଇଲିଆନା ଇନଷ୍ଟାଗ୍ରାମରେ ତାଙ୍କର ଏକ ପୁରୁଣା ସନ-କିସଡ୍ ଫଟୋ ସେୟାର କରିଥିଲେ । ଫଟୋରେ ଇଲିଆନା ଏକ ନଦୀ କୂଳରେ ଶୋଇ ସୂର୍ଯ୍ୟଙ୍କ କିରଣକୁ ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.