ETV Bharat / sitara

ପତ୍ନୀ ସୁଜନଙ୍କ ପୋଷ୍ଟରେ କମେଣ୍ଟ କରି ଚର୍ଚ୍ଚାରେ ହ୍ରିତିକ

ନିକଟରେ ସୁଜନ ପିଲାଦିନର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଏହି ପୋଷ୍ଟରେ, ହ୍ରିତିକ ଏକ ଦର୍ଶକ ଦୃଷ୍ଟି ଆକର୍ଷକ କମେଣ୍ଟ ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Aug 12, 2020, 6:14 PM IST

Hrithik Roshan's comment on wife Sussanne Khan's childhood picture is sure to grab your attention
ପତ୍ନୀ ସୁଜନଙ୍କ ପୋଷ୍ଟରେ କମେଣ୍ଟ କରି ଚର୍ଚ୍ଚାରେ ହ୍ରିତିକ

ନୂଆଦିଲ୍ଲୀ: ହ୍ୟାଣ୍ତସମ ଅଭିନେତା ହ୍ରିତିକ ରୋଶନ ଏବଂ ତାଙ୍କ ପତ୍ନୀ ସୁଜନ ଖାନ ବଲିଉଡର ଜଣାଶୁଣା ଦମ୍ପତି । ଏହି ଲକଡାଉନ ସମୟରେ ଦୁହେଁ ପିଲାମାନଙ୍କ ସହିତ ଏକାଠି ରହୁଛନ୍ତି ।

ନିକଟରେ ସୁଜନ ପିଲାଦିନର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଯେଉଁଥିରେ ସୁଜନ ପିତା ସଞ୍ଜୟ ଖାନ ଏବଂ ଭାଇଭଉଣୀ ଫରାହ, ଜାଏଦ ଏବଂ ସିମୋନିଙ୍କ ସହ ପୋଜ୍ କରୁଥିବାର ଦେଖିବାକୁ ମିଳିଥିଲା । ଏହି ପୋଷ୍ଟର କ୍ୟାପସନ୍ ରେ ସୁଜନ ଲେଖିଥିଲେ, "ବହୁ ପୂର୍ବରୁ ଥରେ, ଜୁହୁରେ ଏକ ପରିବାରର ଫଟୋ ... # ପ୍ରାଇସଲେସମୁମେଣ୍ଟ ।

ଏହି ପୋଷ୍ଟରେ, ହ୍ରିତିକ ଏକ ଦର୍ଶକ ଦୃଷ୍ଟି ଆକର୍ଷକ କମେଣ୍ଟ ଦେଇଛନ୍ତି ।

ଏହି ପୋଷ୍ଟର କମେଣ୍ଟ ବକ୍ସରେ ହ୍ରିତିକ 'ଠୁ ସୁଇଟ' ବୋଲି କହିଥିଲେ । ଏହି କମେଣ୍ଟଟି ଦର୍ଶକମାନଙ୍କୁ ବେଶ ଆକୃଷ୍ଟ କରିଥିଲା ।

ହ୍ରିତିକଙ୍କୁ ଶେଷ ଥର ପାଇଁ 'ସୁପର 30' ଏବଂ 'ଓ୍ବାର'ରେ ଦେଖିବାକୁ ମିଳିଥିଲା ।

ପରବର୍ତ୍ତୀ ସମୟରେ ହ୍ରିତିକ, 'କ୍ରିଶ 4' ରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.