ETV Bharat / sitara

ହ୍ରିତିକଙ୍କ ମା ପିଙ୍କିଙ୍କୁ କୋରୋନା

ଅଭିନେତା ହ୍ରିତିକ ରୋଶନଙ୍କ ମା ପିଙ୍କି ରୋଶନ କୋରୋନା ପଜିଟିଭ ବୋଲି ଜଣାପଡିଛି । ପିଙ୍କି ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

hrithik roshan mother coronavirus positive
ହ୍ରିତିକଙ୍କ ମା ପିଙ୍କିଙ୍କୁ କୋରୋନା
author img

By

Published : Oct 22, 2020, 6:31 PM IST

ନୂଆଦିଲ୍ଲୀ: ଅଭିନେତା ହ୍ରିତିକ ରୋଶନଙ୍କ ମା ପିଙ୍କି ରୋଶନ କୋରୋନା ପଜିଟିଭ ବୋଲି ଜଣାପଡିଛି । ପିଙ୍କି ବର୍ତ୍ତମାନ ସ୍ବାମୀ ରାକେଶ ରୋଶନଙ୍କ ସହ ଘରୁ ଦୂରରେ ଖଣ୍ତାଲାରେ ଅଛନ୍ତି ।

କୁହାଯାଉଛି ଯେ, ପିଙ୍କିଙ୍କର କୋରୋନାର କୌଣସି ବିଶେଷ ଲକ୍ଷଣ ନାହିଁ ଏବଂ ନିୟମିତ ଯୋଗ ହେତୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ।

ପିଙ୍କି ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି ।

ପିଙ୍କି କହିଛନ୍ତି, ଆମର ପୁରା ପରିବାର ପ୍ରତି 20 ଦିନରେ ଥରେ ସମସ୍ତେ ନିଜର କୋରୋନା ଟେଷ୍ଟ କରୁ । ଗତ ସପ୍ତାହରେ ମୋର କୋରୋନା ରିପୋର୍ଟ ପଜିଟିଭ୍ ବାହାରିଥିଲା ​​। କିନ୍ତୁ ମୋର କୋରୋନାର କୌଣସି ବିଶେଷ ଲକ୍ଷଣ ନାହିଁ । ଯୋଗ କରିବା କାରଣରୁ ମୋର ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି ଡାକ୍ତରମାନେ କହିଛନ୍ତି । ଶୁକ୍ରବାର, ମୁଁ ଆଉ ଏକ କୋରୋନା ଟେଷ୍ଟ କରିବାକୁ ଯାଉଛି, ମୁଁ ଆଶା କରୁଛି ବର୍ତ୍ତମାନ କୋରୋନା ରିପୋର୍ଟ ନେଗେଟିଭ ଆସିବ ।

ପ୍ରକାଶ ଥାଉ ଯେ, ନିକଟରେ ପିଙ୍କି ମଧ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.