ETV Bharat / sitara

୩୪ରେ ହସିନ ଦିଲରୁବା, ବୋଲ୍ଡ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ

author img

By

Published : Aug 1, 2021, 12:27 PM IST

ତେଲୁଗୁ ଚଳଚ୍ଚିତ୍ରରୁ ଫିଲ୍ମ ଦୁନିଆରେ ଡେବ୍ୟୁ କରିଥିବା ଅଭିନେତ୍ରୀ ତାପସୀ ପନ୍ନୁଙ୍କର ଆଜି ଜନ୍ମଦିନ । ୩୪ ବର୍ଷରେ ପଦାର୍ପଣ କରିଛନ୍ତି ତାପସୀ । ଅଧିକ ପଢନ୍ତୁ...

HBD Taapsee Pannu
HBD Taapsee Pannu

ହାଇଦ୍ରାବାଦ: ସେ ନିର୍ଭୀକ ସାହାସୀ । ଟ୍ରୋଲର ଶିକାର ହୋଇ ମଧ୍ୟ ହତାଶ ହୁଅନ୍ତି ନାହିଁ । ପ୍ରତିବଦଳରେ ସେମାନଙ୍କୁ ଉଚିତ ଜବାବ ଦିଅନ୍ତି । ସେ ଅଭିନେତ୍ରୀ ଜଣଙ୍କ ହେଲେ ତାପସୀ ପାନୁ । ତେଲୁଗୁ ଚଳଚ୍ଚିତ୍ରରୁ ଫିଲ୍ମ ଦୁନିଆରେ ଡେବ୍ୟୁ କରିଥିବା ଅଭିନେତ୍ରୀ ତାପସୀ ପନ୍ନୁଙ୍କର ଆଜି ଜନ୍ମଦିନ । ୩୪ ବର୍ଷରେ ପଦାର୍ପଣ କରିଛନ୍ତି ତାପସୀ ।

ପିଲାଟି ବେଳୁ ସେ ଚଳଚ୍ଚିତ୍ର ପ୍ରତି ଆଗ୍ରହୀ ଥିଲେ । ଚ୍ୟାଲେଞ୍ଜିଂ ଭୂମିକା ପାଇବା ପାଇଁ ତାପସୀ କଠିନ ପରିଶ୍ରମ କରନ୍ତି । ଜଣେ ସଫ୍ଟୱେୟାର୍ ଇଞ୍ଜିନିୟର ଠାରୁ ଆରମ୍ଭ କରି ଜଣେ ସଫଳ ଅଭିନେତା ପର୍ଯ୍ୟନ୍ତ ଯିଏ ଏକ ବିବାହ ଯୋଜନା କମ୍ପାନୀର ସହ-ମାଲିକ ଅଟନ୍ତି ଏବଂ ଆଉଟସାଇଡର୍ ଫିଲ୍ମସ୍ ପ୍ରଡକ୍ସନ୍ସ ବ୍ୟାନର ଲଞ୍ଚ କରିଛନ୍ତି, ତାପସୀ ଜଣେ ମଲ୍ଟିଟାକ୍ସର ଭାବେ ନିଜକୁ ପ୍ରମାଣିତ କରିଛନ୍ତି ।

ପିଙ୍କ, ବଦଲା, ସବାନା, ହସିନା ଦିଲରୁବା, ଥାପଡ, ଜୁଡୁୱା-୨ ଭଳି ଅନେକ ବଲିଉଡ ଫିଲ୍ମ ଭେଟି ଦେଇଛନ୍ତି ତାପସି । ତାପସୀ ଅମିତାଭ ବଚ୍ଚନଙ୍କ ସହିତ କାମ କରିଛନ୍ତି । ଅନ୍ୟମାନେ ଏହି ମେଗା ଷ୍ଟାରଙ୍କ ସହିତ କାମ କରିବାକୁ ଭୟ କରୁଥିବା ବେଳେ ସେ ଅମିତାଭଙ୍କ ସହିତ ବନ୍ଧୁତ୍ବ କରିଥିଲେ । ଅମିତାଭ ବଚ୍ଚନଙ୍କ ସହିତ ସେ ପିଙ୍କ ଚଲଚ୍ଚିତ୍ରରେ ନଜର ଆସିଥିଲେ । ତାପସୀ ତାଙ୍କ ଅଭିନୟରେ ସମସ୍ତଙ୍କୁ ବାନ୍ଧି ରଖନ୍ତି । ତାପସୀ ବର୍ତ୍ତମାନ ଆଗାମୀ ଫିଲ୍ମ ‘ବ୍ଲର’ ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ବର୍ତ୍ତମାନ ତାଙ୍କ ପାଖରେ ୬ରୁ ଅଧିକ ଫିଲ୍ମ ରହିଛି । ସବୁ ଭୂମିକାରେ ନିଜକୁ ଫିଟ କରିନେଇଥିବା ଏହି ଅଭିନେତ୍ରୀଙ୍କର ଆଜି ଜନ୍ମଦିନ । ଏନେଇ ଆଜି ତାଙ୍କ ଫ୍ୟାନ୍ସଙ୍କ ପାଖରୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.