ETV Bharat / sitara

ପ୍ରଥମେ ସଫଳତା, ପରେ ବ୍ରେକଅପ

ଅଭିନେତା ଭିକୀ କୌଶଲ ଆଜିକାଲି ସଫଳତାର ଶୀର୍ଷରେ ଥିବାବେଳେ ପ୍ରେମ ଜୀବନରେ କିନ୍ତୁ ଚାଲିଛି ଟ୍ରାଜେଡି । କିଛିଦିନ ହେବ ପ୍ରେମିକା ହରଲୀନ ସେଠୀଙ୍କ ସହ ସମ୍ପର୍କରେ ଥିବା ଭିକୀ ଏବେ କିନ୍ତୁ କରିଛନ୍ତି ବ୍ରେକଅପ..

author img

By

Published : Mar 17, 2019, 2:59 PM IST

ଡିଜାଇନ ଫଟୋ

ମୁମ୍ବାଇ: କିଛିଦିନ ପୂର୍ବରୁ ଅଭିନେତା ଭିକୀ କୌଶଲଙ୍କ ଫିଲ୍ମ 'ଉରି' ଓ ତାଙ୍କ ସଫଳ ପ୍ରେମ ଜୀବନକୁ ନେଇ ଚାଲିଥିଲା ବେଶ ଚର୍ଚ୍ଚା । ଭିକୀଙ୍କ ଅଭିନୀତ ଫିଲ୍ମ 'ଉରି' ବକ୍ସଅଫିସରେ ବେଶ କମାଲ କରିଥିବାବେଳେ ଫିଲ୍ମର ସକ୍ସେସ ପାର୍ଟିରେ ବି ନଜର ଆସିଥିଲେ ଭିକୀଙ୍କ ପ୍ରେମିକା ହରଲୀନ ସେଠୀ । କିନ୍ତୁ ଏବେ ଉଭୟଙ୍କୁ ନେଇ ଗୋଟିଏ ବଡ ଖବର ଖୁଲାସା ହୋଇଛି ।

ପ୍ରକାଶ ଥାଉକି, ଭିକୀ ଓ ହରଲୀନଙ୍କ ସମ୍ପର୍କରେ ପଡିଛି ପୂର୍ଣ୍ଣଚ୍ଛେଦ । ଆଉ ବ୍ରେକଅପର ପ୍ରମାଣ ଦେଇଛି ସୋସିଆଲ ମିଡିଆ । ଦିନଥିଲା ଉଭୟ ସୋସିଆଲ ମିଡିଆ ମାଧ୍ୟମରେ ପ୍ରେମର ଇଜହାର କରୁଥିଲେ । କିନ୍ତୁ ଏବେ ଉଭୟ ଉଭୟଙ୍କୁ ସୋସିଆଲ ମିଡିଆରୁ କରିଛନ୍ତି ଅଲଫଲୋ । ଆଉ ଏହା ଦେଖି ଯାହା ଜଣାପଡୁଛି ଉଭୟଙ୍କ ମଧ୍ୟରେ କିଛି ଠିକ ନାହିଁ ।

କିଛିଦିନ ପୂର୍ବରୁ କରଣ ଜୋହରଙ୍କ ଶୋ'ରେ ଭିକୀ ଅତିଥୀ ଭାବରେ ଆସି ସେଠାରେ ସେ କେହି ଜଣେ ସୁନ୍ଦର ମଣିଷଙ୍କୁ ଡେଟ କରୁଛନ୍ତି ବୋଲି କହିଥିଲେ । ଆଉ ଏହି ଇଶାରା ସେବେ ହରଲୀନଙ୍କ ପାଇଁ ଥିଲା ବୋଲି ଆମେ ସମସ୍ତେ ଜାଣିଛେ । ତେବେ ଏହି ସିରିୟସ ରିଲେଶନସିପରେ ବ୍ରେକଅପର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ଭିକୀଙ୍କ ସଫଳତା ହୋଇପାରେ ବୋଲି କେତେକଙ୍କ ମତ ।

Intro:Body:

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.